ଦୀପାବଳି ପାଇଁ ଖୋଲିଲା ବାଣ ଦୋକାନ, କେମିତି ଫୁଟାଇବେ ନିୟମାବଳୀ ଜାରି କଲା ଅଗ୍ନିଶମ ବାହିନୀ
ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଆଲୁଅର ପର୍ବ ଦୀପାବଳି । ଅମା ଅନ୍ଧକାର ଉପରେ ଆଲୁଅର ବିଜୟର ହେଉଛି ଏ ପର୍ବ । ଘରେ ଘରେ ଲୋକେ ଦୀପ ଜାଳି ଏହି ଆଲୋକର ପର୍ବ ପାଳନ କରନ୍ତି। ସେଇଥି ପାଇଁ ଏବେ ଭୁବନେଶ୍ୱରର ବଜାରରେ ଲାଗିଛି ଲୋକଙ୍କ ଗହଳି । ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଆତସବାଜୀ…