ଯୁବତୀ ଜାଳୁଥିଲେ ପୂର୍ବ ପ୍ରେମିକଙ୍କ ଚିଠି, କିନ୍ତୁ ଭୁଲରେ କଲେ ଏପରି କାମ ସହିବାକୁ ପଡିଲା ୮୫ ଲକ୍ଷ ଟଙ୍କାର କ୍ଷତି
ପ୍ରେମିକା ଏବଂ ପ୍ରେମିକା ଯେତେ ଆଧୁନିକ ହୋଇଯାଆନ୍ତୁ ନା କାହିଁକି ପ୍ରେମ ଚିଠି ଲେଖିବା ସାଧାରଣ କଥା। ଧିରେ ଧିରେ ସମୟ ପରିବର୍ତ୍ତନ ହୋଇଚାଲିଛି। ଏବେ ଆଧୁନିକ ଯୁଗରେ ମୋବାଇଲ, ମେସେଜ, ସୋସିଆଲ ମିଡିଆରେ କଥାବାର୍ତ୍ତା ଯୋଗୁଁ ପ୍ରେମ ପତ୍ର ଲେଖିବା କମ୍ ହୋଇଗଲାଣି। କିନ୍ତୁ ଦୁନିଆରେ ଏପରି…