ଭଦ୍ରକ: ନିଆଁ ଆଁରେ ୫ଟି ପରିବାରର ୧୦ ବଖରା ଘର ଜଳିପୋଡି ପାଉଁଶ
ଭଦ୍ରକ(କେନ୍ଯୁଜ୍) : ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ୫ଟି ପରିବାରର ୧୦ ବଖରା ଘର। ଭଦ୍ରକ ଧୁଷୁରୀ ଥାନା ଖଡିମାହାରା ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ତପନ ପଣ୍ଡାଙ୍କ ଘରେ ପ୍ରଥମେ ନିଆଁ ଲାଗିଯାଇଥିଲା। ପରେ ଏହା ଅନ୍ୟ ମାନଙ୍କ ଘରକୁ…