ମଧ୍ୟପ୍ରଦେଶ: ଭୋଟିଂ ପରେ ଇଭିଏମ୍ ଓ କର୍ମଚାରୀଙ୍କୁ ଧରି ଫେରୁଥିଲା ବସ୍, ହଠାତ୍ ଲାଗିଗଲା ନିଆଁ
୨୦୨୪ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୯ଟି ଆସନରେ ମଧ୍ୟ ମତଦାନ ହୋଇଥିଲା । ତେବେ ବର୍ତ୍ତମାନ ଏକ ଖବରରୁ ଜଣାପଡ଼ିଛି ଯେ ଭୋଟିଂ ସମାପ୍ତ ହେବା ପରେ ରାଜ୍ୟର ବେତୁଲରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ମତଦାନ ପରେ ଇଭିଏମ୍…