ତାଇଓ୍ୱାନର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୮ ଜଣଙ୍କ ଜୀବନ
ଦକ୍ଷିଣ ତାଇଓ୍ୱାନର ଏକ ହସ୍ପିଟାଲରେ ଗୁରୁବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଶ୍ୱାସରୁଦ୍ଧ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେପଟେ ଘୂର୍ଣ୍ଣିବାତ୍ୟା ‘କ୍ରାଥନ୍’ର ଲ୍ୟାଣ୍ଡଫଲ୍ ଯୋଗୁ ବର୍ତ୍ତମାନ ଏହି ଦ୍ୱୀପରେ ସ୍ଥିତି ବିଗିଡ଼ି ଯାଇଛି । ବାତ୍ୟା ଦ୍ୱାରା…