Browsing Tag

fire in house

ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀ ସହ ଝଗଡା ପରେ ଜାଳିଦେଲା ନିଜ ଘର

ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ଘର । ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ସବୁ କିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଘରକୁ ପାଉଁଶ କରିଦେଲା । ପୋଡି ଜଳି ଛାରଖାର ହୋଇଯାଇଛି ଘର ଭିତରେ ଥିବା ଜିନିଷପତ୍ର । ହେଲେ ଏମିତି…

ଗୁହାଳରେ ମଶା ଧୂପରୁ ଲାଗିଲା ନିଆଁ , ଜଳିଗଲା ଘର ଓ ୪୦ କୁଇଣ୍ଟାଲ ଧାନ

ସୋର : ଗୁହାଳରେ ମଶା ଧୂପ ଲାଗି ଜଳିଗଲା ୪ ବଖରା ଘର ଓ ୪୦ କୁଇଣ୍ଟାଲ ଧାନ । ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଘଟିଛି । ସୂଚନା ଅନୁସାରେ ଗତକାଲି ଗୁହାଳରେ ମଶାଙ୍କ ପାଇଁ ଲାଗିଥିଲା ମଶା ଧୂପ । ମାତ୍ର ରାତି ଅଧରେ ତାହା…