Browsing Tag

fire in incense sticks factory

କଟକ : ଧୂପ କାଠି କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କଟକ(କେନ୍ୟୁଜ୍‌) : କଟକ ଜଗତପୁର ସ୍ଥିତ ଏକ ଧୂପ କାଠି କାରଖାନାରେ ନିଆଁ ଲାଗିଥିବା ଜଣାଯାଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଲା ସେ ସମ୍ପର୍କରେ କିଛି ଖବର ମିଳିନି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ରହି…