Browsing Tag

fire in new york apartment

ନ୍ୟୁୟର୍କରେ ଭୟାବହ ଅଗ୍ନିକାଣ୍ଡ: ୯ ନୀରିହ ଶିଶୁଙ୍କ ସମେତ ୧୦ ମୃତ, ୩୨ରୁ ଊର୍ଦ୍ଧ୍ୱ ଗୁରୁତର

ନ୍ୟୁୟର୍କର ବ୍ରୋନକ୍ସ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡରେ ୧୯ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୯ ନୀରିହ ଶିଶୁ ଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଡାକ୍ତରଖାନାରେ ଅତି କମରେ ୩୨ଜଣଙ୍କୁ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର…