କରାଚି ସପିଂ ମଲରେ ଭୀଷଣ ନିଆଁ, ୧୧ ମୃତ, ଅନେକ ଆହତ
ପାକିସ୍ତାନ କରାଚିରେ ହୁ ହୁ ହୋଇ ଜଳିଲା ସପିଂ ମଲ୍ । ନିଆଁରେ ଜୀବନ୍ତ ପୋଡି ହୋଇ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ରହିଛନ୍ତି । ଆହତଙ୍କୁ କରାଚିର ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, କରାଚିର ରଶିଦ୍ ମିନହାସ୍ ରୋଡରେ ଥିବା ଆରଜେ ସପିଂ ମଲରେ ନିଆଁ…