୨୬ନଂ ଜାତୀୟ ରାଜପଥରେ ଜଳିଗଲା କାର , ସର୍ଟ ସର୍କିଟ ଘଟି ନିଆଁ ଲାଗିଥିବା ସନ୍ଦେହ
କୋରାପୁଟ: ୨୬ନଂ ଜାତୀୟ ରାଜପଥ ମିଶିଙ୍ଗ ଗୁଡ଼ା ଛକରେ କାରରେ ଲାଗିଲା ନିଆଁ। ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି କାର । ଇଂଜିନ ଗରମ ହୋଇ ସର୍ଟ ସର୍କିଟ ଘଟି ନିଆଁ ଲାଗିଥିବା ସନ୍ଦେହ । କାରରେ ବସିଥିବା ଯାତ୍ରୀ ସୁରକ୍ଷିତ, ନିଆଁକୁ ଆୟତ୍ତ କଲା କୋରାପୁଟ ଅଗ୍ନିଶମ ବିଭାଗ।
ବରଗଡ ଯିବା ପାଇଁ…