ସହିଦନଗର ଭବାନୀ ମଲ୍ ନିକଟରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ
ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ଅଗ୍ନିକାଣ୍ଡ। ସହିଦନଗର ଭବାନୀ ମଲ୍ ନିକଟରେ ଅଗ୍ନିକାଣ୍ଡ। ମଲ୍ ନିକଟରେ ଥିବା ଏକ ବାର୍ରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ବାରରେ ନିଆଁ ଲାଗିଥିବା ସୂଚନା ମିଳିଛି।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି…