Browsing Tag

fire on truck

ପାହାଳ ନିକଟରେ ରାସ୍ତା ଉପରେ ହୁତୁହୁତ ହୋଇ ଜଳିଗଲା ବାଲି ବୋଝେଇ ଟ୍ରକ୍‌

ଭୁବନେଶ୍ବର:ରାସ୍ତାରେ ହୁତୁହୁତ ହୋଇ ଜଳିଗଲା ଟ୍ରକ୍‌ । ଗତ ରାତିରେ ପାହାଳ ନିକଟରେ ଏକ ବାଲି ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ୨ଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ଟ୍ରକଟି ରାସ୍ତାରେ ଛିଡା…

ମୟୁରଭଞ୍ଜ: ଖୁଣ୍ଟା ଥାନା କେନାଲ ଛକ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିବା ପରେ ପାଉଁଶ ଟ୍ରକରେ…

ମୟୁରଭଞ୍ଜ(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ପାଉଁଶ ଟ୍ରକଟି ରାସ୍ତା କଡକୁ ଓଲଟିବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କେନାଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଡ୍ରାଇଭର ଓ ଖଲାସି ଦୁର୍ଘଟଣାରୁ ଅଳ୍ପକେ…

ଅନୁଗୁଳ : ଚଳନ୍ତା ଟ୍ରକରେ ନିଆଁ

ଅନୁଗୁଳ (କେନ୍ୟୁଜ୍) : ଚଳନ୍ତା ଟ୍ରକରେ ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଲୁହାପଥର ବୋଝେଇ ଟ୍ରକ। ଅନୁଗୁଳ ପାଲଲହଡ଼ା ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥ ଖେମକା ନିକଟରେ ଟ୍ରକଟି ଜଳିଯାଇଛି। ତେବେ ଡ୍ରାଇଭର ଓ ହେଲପର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକଟି ରାଉରକେଲାକୁ…