Browsing Tag

FIRE TRAGEDY

ଭଞ୍ଜନଗର : ଖରାଦିନିଆ ନିଆଁରେ ଜଳିଗଲା ୩୦ ବଖରା ଘର

ଭଞ୍ଜନଗର (କେନ୍ୟୁଜ୍‌) : ଚାହୁଁ ଚାହୁଁ ଜଳିଗଲା ୧୫ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦ ବଖରା ଘର। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ନୂଆଁଦୁରିଙ୍ଗି ଗାଁରେ ଘଟିଛି ଏହି ଭୟାନକ ଅଗ୍ନିକାଣ୍ଡ । ନିଆଁ ର ପ୍ରକୋପ ଏତେ ଭୟାବହ ଥିଲା ଯେ ତାକୁ ଲିଭାଇବା ଅତି…

ସ୍ୱପ୍ନ ଜଳିଯାଏ ଏମିତି, ଗବେଷଣା ପାଇଁ ବିଦେଶ ଯାତ୍ରା କରିବେ କେମିତି ମେଧାବୀ ଛାତ୍ର ଅଜିତେଶ ?

ଯାଜପୁର ଟାଉନ୍( କେନ୍ୟୁଜ୍‌) : ଆଉ ଦିନ କେଇଟା ପରେ ବିଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ ମେଧାବୀ ଛାତ୍ର ଅଜିତେଶ ନାୟକ। ହେଲେ ଗତକାଲି ସନ୍ଧ୍ୟାରେ ଲାଗିଲା ନିଆଁ। ଆଉ ସବୁ ସ୍ୱପ୍ନକୁ ଜାଳି ଧ୍ୱଂସ କରିଦେଲା । ଯାଜପୁର ତାଉଁତରା ଗାଁରେ ହୋଇଥିବା ଅଗ୍ନିକାଣ୍ଡରେ ଅନେକ ଘର ତ ଜଳି ଯାଇଛି,…

ନିଆଁ ଗିଳି ଦେଲା ୧୬ ବଖରା ଘର, ଭଞ୍ଜନଗର ବାହୁଡ଼ା ଗାଁରେ

ଭଞ୍ଜନଗର (କେନ୍ୟୁଜ୍‌) : ଏ ୩୫ ଡିଗ୍ରୀ ତାତିରେ ଏମିତି ଆସିଲା ସର୍ବଗିଳା ନିଆଁ ଯେ ଏଥିରେ ୮ଟି ପରିବାରର ୧୬ ବଖରା ଘର ଜଳିଗଲା । ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ବାହୁଡ଼ା ଗାଁର ତଳସାହିରେ ଘଟିଛି ଏଭଳି ଘଟଣା। ବିଦ୍ୟୁତ ସଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ…

ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଫାଟି ୧୦ ବଖରା ଘର ଜଳିଗଲା

ଟାଙ୍ଗୀ (କେନ୍ୟୁଜ୍‌) : ଖୋରଧା ଜିଲ୍ଲା ଟାଙ୍ଗୀ ଵ୍ଲକ ଟାଙ୍କଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ୪ ପରିବାରର ସର୍ବସ୍ୱାନ୍ତ ହୋଇଛନ୍ତି । ଆଜି ରାତି ୮ଟା ବେଳେ ଟାଙ୍କୁଳ ପଣ୍ଡା ସାହିର ମଙ୍ଗୁଳି ପ୍ରଧାନଙ୍କ ଘରେ ହଠାତ୍‌ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଚାଳକୁ…

ଚୌଦ୍ୱାର : ଗ୍ୟାସ୍‌ ସିଲଣ୍ଡର ଫାଟି ଜଳିଗଲା ୮ ବଖରା ଘର, ଅଳ୍ପକେ ବର୍ତ୍ତିଲେ ଘର ଲୋକେ

ଚୌଦ୍ୱାର (କେ ନ୍ୟୁଜ୍‌) : କଟକ ଜିଲ୍ଲା ଚୌଦ୍ୱାର ଥାନା ସ୍ଥିତ ନେଳିଆ ଗ୍ରାମରେ ଆଜି ମଧ୍ୟାନ୍ନରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ନେଳିଆ ଗ୍ରାମର କେଦାର ବେହେରାଙ୍କ ଘରେ ରୋଷେଇ ହେଉଥିବା ସମୟରେ ଗ୍ୟାସ ସିଲଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଅବଶ୍ୟ ଅଗ୍ନିକାଣ୍ଡରେ…