ନୟାଗଡ: ତେଲ ପକାଇବା ବେଳେ ଝଗଡ଼ା ହେବାରୁ ଖଣ୍ଡପଡ଼ା ଥାନା ସିଂଘପଡ଼ା ପେଟ୍ରୋଲ ପମ୍ପରେ ବୋମାମାଡ଼, ଜଳିଗଲା ମେସିନ୍
ନୟାଗଡ: ନୟାଗଡ ଖଣ୍ଡପଡା ଥାନା ସିଂହାପଡା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଖବର ପାଇ ଖଣ୍ଡପଡା ପୋଲିସ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସିଂହାପଡା ଇଣ୍ଡିଆଲ୍ ଅଏଲ୍ ପେଟ୍ରୋଲ୍ ଟାଙ୍କିରେ ଗତକାଲି ରାତି ପ୍ରାୟ ୩ଟା୨୮…