Browsing Tag

fire

ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବଡ ଅଘଟଣ ଘଟିଛି । ମାତୃ ଓ ଶିଶୁ ବିଭାଗ SNCUରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଥିବା ସନ୍ଦେହ କରାଯାଉଛି ।  ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗ ଓ ହସ୍ପିଟାଲ…

ପୁରୀରେ ଜଳିଗଲା କବାଡିଆ ଦୋକାନ, ୭୦ ହଜାର ଟଙ୍କାର ଆସବାବପତ୍ର ନଷ୍ଟ

ପୁରୀ: ପୁରୀ କୁମ୍ଭାରପଡା ଥାନା ଆଲାମଚଣ୍ଡୀ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ ।  ଜଳିଗଲା କବାଡିଆ ଦୋକାନ ଦୀର୍ଘ ଏକ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରୁ ମାତ୍ର ୧୦୦ ମିଟର ଦୂରରେ ଏକ ଘରେଇ ହସ୍ପିଟାଲ ସହିତ ମନ୍ଦିର ଓ ଅନେକ…

ଘର ଭିତରେ ହୁ ହୁ ହୋଇ ଜଳୁଥିଲା ନିଆଁ, ଜୀବନ୍ତ ଜଳିଗଲେ ଭାଇଭଉଣୀ

ରାଜନଗର: ଆଜି ହେଉଛି ସ୍ୱାଧିନତା ଦିବସ । ସେଥିପାଇଁ ସକାଳୁ ସକାଳୁ ଭାଇ ଭଉଣୀ ବାହାରିଯାଇଥିଲେ ସ୍କୁଲକୁ । ସ୍କୁଲ୍‌ ରୁ ଫେରି ଘରେ ପହଞ୍ଚି ବୋଉକୁ କହିଥିଲେ ବୋଉ ଭୋକ ଲାଗୁଛି ଖାଇବାକୁ ବାଢ଼େ । ବୋଉ ମଧ୍ୟ ସାଙ୍ଗେ ସାଙ୍ଗେ ବାସନ ଧୋଇ ଭାଇ ଭଉଣୀକୁ ଖାଇବାକୁ ଦେବା ପାଇଁ ବାହାରି ପଡ଼ିଥିଲେ ।…

ଚଳନ୍ତା ବସ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

କଟକ(କେନ୍ୟୁଜ୍‌): ପୁଣି ଚଳନ୍ତା ଵସରେ ନିଆଁ । କଟକ ଖାନନଗର ଛକରେ ବସରେ ଅଗ୍ନିକାଣ୍ଡ । ପଛ ଡିକିରେ ଲାଗିଲା ନିଆଁ । ଜୀବନ ବିକଳରେ ବସରୁ ଓଲ୍ହାଇ ପଡିଲେ ସମସ୍ତ ଯାତ୍ରୀ । କଟକରୁ ଢେଙ୍କାନାଳ ଓ କାମାକ୍ଷାନଗର ଯାଉଥିଲା ଵବସ୍‌ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଉଦ୍ୟମ…

ନିଆଁ ଉଜାଡ଼ି ଦେଲା ଦୁଇଟି ପରିବାରର ଖୁସି, ବାପା ଛେଉଣ୍ଡ ହୋଇଗଲେ ଦୁଇ ପିଲା

ଗଞ୍ଜାମ: କାନ୍ଦ ବୋବାଳିରେ ଫାଟିପଡ଼ୁଛି ପୂରା ଗାଁ । କାହାରି ଆଖିରୁ ଶୁଖୁନି ଲୁହ । କୁନି କୁନି ପିଲା ବାପା ବାପା କହି କାନ୍ଦୁଥିବା ବେଳେ । ୭ ମାସର ଗର୍ଭବତୀ ସ୍ତ୍ରୀ ମୋ ସ୍ୱାମୀ ମୋ ସ୍ୱାମୀ କହି କାନ୍ଦୁଛି । ଯୁଆଡ଼େ ଶୁଣିବ ସେଆଡ଼େ କେବଳ କାନ୍ଦିବାର ସ୍ୱର । ଏ ଦୃଶ୍ୟ ଉପରେ ଟିକିଏ ନଜର…

ନିଆଁ ଲାଗି ଜଳିଗଲା ପ୍ରାୟ ୨୦ ବଖରା ଘର, ପରିବାର ସର୍ବସ୍ବାନ୍ତ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ ଊର୍ଦ୍ଧ୍ୱ ଘର ଜଳିଯାଇଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ନଗଦ ଟଙ୍କାପଇସା, ଧାନଚାଉଳ,…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ହୁତୁ ହୁତୁ ହୋଇ ଜଳିଲା ଘର

ଘର ଛାତ ଫାଟି ଆଁ କରିଛି । ହୁତୁ ହୁତୁ ହୋଇ ଜଳୁଛି ଘର । ଏହି ଦୃଶ୍ୟ ଦେଖିଲାରୁ ଛାତି ଥରି ଉଠୁଛି । ଲୋମ ଟାଙ୍କୁରି ଉଠୁଛି । ଆମେ ଏହି ଦୃଶ୍ୟକୁ ଶବ୍ଦରେ ମଧ୍ୟ ବର୍ଣ୍ଣନା କରିପାରୁ ନୁ । କିଭଳି ଏହି ନିଆଁ ର ଆଁରେ ଜଳିଯାଇଛି ସମ୍ପୂର୍ଣ୍ଣ ଘର । ଏହି ନିଆଁକୁ ଦେଖିଲେ ଯେ କେହି ବି ଡରି ଯିବେ…

ବାରିପଦା: ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୪ ଅସୁସ୍ଥ

ବାରିପଦା (କେନ୍ୟୁଜ): ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ । ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି ।  ଏହି ଅଗ୍ନିକାଣ୍ଡରେ ପ୍ରବଳ ଧୂଆଁ ଯୋଗୁ ୪ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । …

ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ମୂଲ୍ୟବାନ କାଗଜପତ୍ର ସହ ଗାଡ଼ି ଜଳିପୋଡ଼ି ପାଉଁଶ

ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ।  ଏହି ଭୟାବହ ଅଗ୍ନିକାଣ୍ଡରେ ମୂଲ୍ୟବାନ କାଗଜପତ୍ର ସହ, ଜବତ ଗାଡ଼ି…

ଘରେ ନିଆଁ ଲାଗି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ସଦର ବଜାର ଅଞ୍ଚଳରେ ଅବସ୍ଥିତ ଏକ ଘରେ ଲାଗିଗଲା ନିଆଁ ଭୟରେ ବାଥରୁମ୍‌ରେ ପଶିଗଲେ ଦୁଇଭଉଣୀ । ହେଲେ ଦୁଇ ଭଉଣୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଏନେଇ ଦିଲ୍ଲୀ ପୋଲିସ ଦେଇଛନ୍ତି ସୂଚନା ପୋଲିସ କହିବା ଅନୁଯାୟୀ, ଦିଲ୍ଲୀ ସଦର ବଜାରର ଚାମେଲିଆନ ରୋଡରେ ଥିବା…

ଶୋଇଥିବା ବେଳେ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ସଦସ୍ୟ ମୃତ

ଗୁଜୁରାଟ ଦେବଭୋମି ଦ୍ୱାରକା ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘରେ ନିଆଁ ଲାଗି ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ନିଆଁ ଲାଗିଯାଇଥିବାରୁ ପରିବାରର ଚାରିଜଣ ସଦସ୍ୟ ଝିଅ ସମେତ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ପୋଲିସ କହିବା ଅନୁଯାୟୀ, ଦ୍ୱାରକା ସହରର ଆଦିତ୍ୟ…

ମୁଡକି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା

ଭୁବନେଶ୍ୱର(କେନ୍ୟୁଜ୍‌) : ପଳାଶପଲ୍ଲୀ ପୁନମା ଗେଟ ନିକଟ ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା । ଏନେଇ କାହାରି କୌଣସି କ୍ଷତି ଘଟି ନଥିବା ବେଳେ ନିଆଁକୁ ଆୟତ୍ତ କରାଯାଉଛି ।…