Browsing Tag

fire

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୮ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ମୋହନା (କେନ୍ୟୁଜ): ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର। ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବେତିଙ୍ଗ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘାଟି ତିନୋଟି ପରିବାରର ଆଠ ବଖରା ଘର ଭଶ୍ମିଭୂତ ହୋଇଯାଇଛି।ଅଗ୍ନିକାଣ୍ଡରେ ରମେଶ ମଳିକ, ସଞ୍ଜୟ ମଳିକ ଏବଂ ହରିକୃଷ୍ଣ ମଳିକଙ୍କ…

ପୁଣି ରେଳ ବିଭ୍ରାଟ : ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ, ଓହ୍ଲାଇଗଲେ ଯାତ୍ରୀ

ବ୍ରହ୍ମପୁର (କେନ୍ୟୁଜ) : ମନରୁ ବାଲେଶ୍ୱର ବାହାନଗା ଷ୍ଟେସନରେ ଟ୍ରେନ ଦୁର୍ଘଟଣା ଲିଭି ନଥିବା ବେଳେ ଆଉ ଏକ ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବାରୁ…

ବରଗଡ଼ରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳି ପୋଡି ପାଉଁଶ ହୋଇଗଲା ଦୋକାନ

ବରଗଡ଼ (କେନ୍ୟୁଜ): ବରଗଡ଼ ହାଟପଦା ଡେଲି ମାର୍କେଟରେ ମଙ୍ଗଳବାର ରାତି ପ୍ରାୟ ୧୦ ଟା ବେଳେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁରେ ଜଳି ପୋଡି ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନି। ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥିବା ସନ୍ଦେହ…

ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ: ୧୦ ଅନ୍ତେବାସୀଙ୍କ ମୃତ୍ୟୁ, ୨୦ ଜଣଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ, ୧୦ ମୃତ । ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢିବାରେ ମୃତ୍ୟୁସଂଖ୍ୟା । ୱେଲିଂଟନସ୍ଥିତ ୪ ମହଲା ହଷ୍ଟେଲରେ ପ୍ରାୟ…

ପୁରୀ ରେଳ ଷ୍ଟେସନର ଟ୍ରାକ କଡରେ ନିଆଁ, ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ପୁରୀ (କେନ୍ୟୁଜ): ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକ କଡରେରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଯାହାଫଳରେ ଅଳିଆ ଗଦା ହୁତୁ ହୁତୁ ହୋଇ ଜଳୁଛି ।  ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସର ତଦନ୍ତ ଆରମ୍ଭ । ନିଆଁ ଲାଗିବା ପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି…

ଭୟାବହ ଅଗ୍ନିକାଣ୍ଡ: ଗୁହାଳରେ ନିଆଁ ଲାଗି ଜଳିଗଲେ ୨ ଗାଈ ଓ ୩୨ ଛେଳି

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଆଡିନଗା ଗାଁରେ ଅଘଟଣ। ଗୁହାଳରେ ନିଆଁ ଲାଗି ଜଳିଗଲେ ୨ ଗାଈ ଓ ୩୨ ଛେଳି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅନ୍ୟ ୫ଟି ଗାଈକୁ ଉଦ୍ଧାର କରାଯାଇଛି। ପରେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଛନ୍ତି ସ୍ଥାନୀୟ ଲୋକେ।

ନିଆଁ ଲାଗି ଜଳିଗଲା ୪୬ ବଖରା ଘର, ଏବେ ବାସହୀନ ୨୨ ପରିବାର

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ମହାନ୍ତି ସାହିରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ନିଆଁଲାଗି ୨୨ ପରିବାରର ୪୬ ବଖରା ଭସ୍ମୀଭୂତ ହୋଇଯାଇଛି । ଧାନ ଚାଉଳ ଠାରୁ ଆରମ୍ଭ କରି ସମସ୍ତ ଆସବାହ ପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁ…

କଟକ ସବ ରେଜିଷ୍ଟ୍ରାର ଅଫିସରେ ନିଆଁଲାଗି ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ୩ ଆହତ

କଟକ (କେନ୍ୟୁଜ): କଟକ ସବ ରେଜିଷ୍ଟ୍ରାର ଅଫସିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ୨ଟି ସିଲିଣ୍ଡର ଫାଟିଥିବା ସୂଚନା ରହିଛି । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଆସବାବପତ୍ର । ଏହି ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତିବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡ ଏତେ ବ୍ୟାପକ ଅଛି ଯେ ୨ ଟି ଦମକଳ…

ପୁରୀ ନବକଳେବର ସ୍ଥିତ ଏକ ସ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ: ୫କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ

ପୁରୀ(କେନ୍ୟୁଜ୍):ପୁରୀ ନବକଳେବର ସ୍ଥିତ ଏକ ସ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ। କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ ।ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ପୁରୀ ନବକଳେବର ରୋଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ଟିମ୍ବର ଡିପୋରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା…

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ (କେନ୍ୟୁଜ): ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫ଟି ପରିବାରର ୧୫ ବଖରା ଘର । ଜଳିଗଲେ ଦୁଇ ଗୋରୁ । ସୂଚନାଯୋଗ୍ୟ ଯେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି ।…

ଫିରୋଜାବାଦ ଭୟାବହ ଅଗ୍ନିକାଣ୍ଡ : ଗୋଟିଏ ପରିବାରର ୬ ସଦସ୍ୟଙ୍କ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ପାଢମର ମୁଖ୍ୟ ବଜାରରେ ଅବସ୍ଥିତ ଏକ ଦୋକାନ ଏବଂ ଏହା ଉପରେ ନିର୍ମିତ ଏକ ଘରରେ ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ​ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଆଶିଷ ତିୱାରୀ କହିଛନ୍ତି, ଦୋକାନ ଉପରେ…

ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ; ନିଆଁରେ ଜଳିଗଲା ଅନେକ ଦୋକାନ, ୪୦ ଦମକଳ ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ରାତି ୯ .୧୯ ରେ ଅଗ୍ନିଶମ ବିଭାଗ ଏହି ଘଟଣାର ସୂଚନା ପାଇଥିଲା। ପ୍ରାୟ ୪୦ ଟି ଦମକଳ ବାହିନୀ ଘଟଣାସ୍ଥଳରେ…