Browsing Tag

firing at kantamal

 ନିର୍ବାଚନ ପରବର୍ତ୍ତୀ ହିଂସାରେ ଫୁଟିଲା ଗୁଳି, ୩ ଆହତ ସୋନପୁର ଡାକ୍ତରଖାନାରେ ଭର୍ତ୍ତି  

କେନ୍ୟୁଜ୍(ବ୍ୟୁରୋ):   ନିର୍ବାଚନ ପରବର୍ତ୍ତୀ ହିଂସାରେ ଫୁଟିଲା ଗୁଳି । ମନମୁଣ୍ଡା-ବୌଦ୍ଧ ରାସ୍ତାର ଦହ୍ୟା ଛକରେ ଘଟିଛି ଗୁଳିକାଣ୍ଡ । ରକ୍ସା ପଂଚାୟତର ଉଭୟ ବିଜୟୀ ଓ ପରାଜିତ ସରପଂଚଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଗୁଳିକାଣ୍ଡ ହୋଇଛି । ୩ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି…