ଚୌଦ୍ୱାର ନୂଆପାଟଣା ଛକରେ କାର ଉପରକୁ ଗୁଳିମାଡ଼, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲାଲା ଲଳିତ ମୋହନ ସିଂହ ଆହତ
କଟକ(କେନ୍ୟୁଜ୍): କଟକରେ ଗୁଳିମାଡ଼ । ଚୌଦ୍ୱାର ନୂଆପାଟଣା ଛକରେ କାର ଉପରକୁ ଗୁଳିମାଡ଼ ହୋଇଛି । ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲାଲା ଲଳିତ ମୋହନ ସିଂହ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଏହାସହ କାରରେ ବସିଥିବା ମହିଳାଙ୍କ ବେକରୁ ସୁନା…