Odisha News
.
Browsing Tag

firing

ଗର୍ଜିଲା ମଦ୍ୟପଙ୍କ ବନ୍ଧୁକ, ମହିଳା ଡ୍ୟାନ୍ସର ହେଲେ ଆହତ, ଦେଖନ୍ତୁ  ଲାଇଭ  ଭିଡିଓ

ଲକ୍ଷ୍ନୌ: ଷ୍ଟେଜରେ ନାଚୁଥିବା ନର୍ତିକିଙ୍କୁ  ଅଧାରୁ ଗୁଳି କଲେ ଜଣେ ବ୍ୟକ୍ତି।  କାହିଁକି ନାଚ ବନ୍ଦ କଲ କହି ଷ୍ଟେଜ ଉପରେ ସର୍ବ ସମ୍ମୁଖରେ  ଫାୟାରିଂ କଲେ କଳା ବ୍ଲେଜର ପିନ୍ଧା ଜଣେ ବ୍ୟକ୍ତି।  ଭିଡିଓରୁ ଜଣା ପଡୁଛି ଯେ ଦୁଇଜଣ ଡ୍ୟାନ୍ସର ଷ୍ଟେଜ ଉପରେ ଡ୍ୟାନ୍ସ କରୁଥିଲେ । ଏହି ସମୟରେ ଜଣେ…

ପୁରୀ: ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଗ୍ରାହକ ଆହତ

ପୁରୀ(କେନ୍ୟୁଜ୍): ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ପୁରୀ ପୁରୁଣାସାହିର ଥାନା ଛକ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ। ଆହତ ଯୁବକଙ୍କ ନାଁ ମନାନ୍‌ ଖାନ୍‌। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ…

ବାଲେଶ୍ବର: ସୋର ବାରିକପୁରରେ ଗର୍ଜିଲା ବନ୍ଧୁକ, ଯୁବକଙ୍କୁ ୫ ରାଉଣ୍ଡ ଗୁଳିକରି ଫେରାର ହୋଇଗଲା ଦୁର୍ବୃତ୍ତ

ବାଲେଶ୍ବର(କେନ୍ୟୁଜ୍): ଯୁବକଙ୍କୁ ଗୁଳିମାଡ଼ ଅଭିଯୋଗ । ସୋର ବାରିକପୁର ନିକଟରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ତେବେ ଯୁବକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୫ ରାଉଣ୍ଡ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛି। ବାଲେଶ୍ୱରରୁ ଟଙ୍କା ନେଇ ଆସୁଥିବାବେଳେ ଗୁଳିମାଡ଼ ହୋଇଥିଲା। ସୋର ପୋଲିସ…

ଅନୁଗୁଳ ପାତ୍ରପଡ଼ା ଗାଁରେ ପୂର୍ବ ଶତୃତାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡ, ଜଣେ ବ୍ୟକ୍ତି ଗୁରୁତର

ଅନୁଗୁଳ: ଅନୁଗୁଳରେ ଫୁଟିଲା ଗୁଳି। ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ପୂର୍ବ ଶତୃତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇଛି। ଗୁଳିମାଡରେ ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୯ରୁ ୧୦ ଜଣ ଯୁବକ…

ମୟୂରଭଞ୍ଜ: ଦିନ ଦ୍ୱିପହରରେ ଗୁଳି ଫୁଟାଇ ଗହଣା ଦୋକାନରୁ ଲୁଟିବାକୁ କରୁଥିଲେ ଉଦ୍ୟମ, ଲୋକେ ଦେଲେ ଉତ୍ତମ ମଧ୍ୟମ

ମୟୂରଭଞ୍ଜ(କେନ୍ୟୁଜ୍):   ଅଶାନ୍ତ ମୟୂରଭଞ୍ଜ । ଦିନ ଦ୍ୱିପହରରେ ଗୁଳି ଫୁଟାଇ ଗହଳା ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ । ଲୁଟ କରି ଖସି ପଳାଉଥିବା ବେଳେ ୩ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି । ତେବେ ଘଟଣା ସ୍ଥଳରୁ ଅନ୍ୟ ୩ ଲୁଟେରା ଫେରାର ହୋଇଛନ୍ତି ।…

ଭୁବନେଶ୍ବର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସରକନ୍ତରାରେ ଗୁଳିମାଡ଼, ପୁଅ ମୃତ ବାପା ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):  ଅଶାନ୍ତ ରାଜଧାନୀ । ଫୁଟିଲା ଗୁଳି । ଭୁବନେଶ୍ୱର ସରକନ୍ତରାରେ ଗୁଳିମାଡ଼ରେ ପୁଅ ପ୍ରାଣ ହରାଇଥବା ବେଳେ ବାପ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ପପୁ ଜେନା । ଗୁଳିମାଡ଼ ପରେ ଉଭୟଙ୍କୁ ଭୁବନେଶ୍ୱର ଏମ୍‌ସକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ପପୁଙ୍କ…

ବ୍ରଜରାଜନଗର ଅଞ୍ଚଳରେ ପୁଣି ଗୁଳିମାଡ଼, କୁଖ୍ୟାତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷ ମୃତ

ବ୍ରଜରାଜନଗର: ବ୍ରଜରାଜନଗର ଅଞ୍ଚଳରେ ପୁଣି ଗୁଳିମାଡ଼। ଏ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ କୁଖ୍ୟାତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷ। ମଣ୍ଟୁ ବ୍ରଜରାଜନଗରରେ ଏକ ହୋଟେଲରୁ ବାହାରୁଥିବା ବେଳେ କିଛି ଦୁର୍ବୃତ୍ତ ଗୁଳି କରି ଫେରାର ହୋଇ ଯାଇଥିଲେ। ପୂର୍ବ ଶତ୍ରୁତାକୁ…

ଗଞ୍ଜାମ: ସିଙ୍ଗପୁର ଗାଁରେ ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ

ଗଞ୍ଜାମ(କେନ୍ୟୁଜ୍): ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗପୁର ଗାଁରେ ତେଜରାତି ବ୍ୟବସାୟୀ ସୁଶାନ୍ତ କୁମାର ପାତ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ କରିଥିବା ସେହି ଗାଁର ଜଣେ ଯୁବକ। ଗତକାଲି ରାତିରେ ସୁଶାନ୍ତ ଦୋକାନରେ ଥିବାବେଳେ ଯୁବକ ଜଣକ ଆସି…

କଟକ: ବରଡ଼ାଳିଆ ଠାକୁରାଣୀ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

କଟକ(କେନ୍ୟୁଜ୍): ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର। କଟକ ଜିଲ୍ଲା ବୈଦେଶ୍ୱର ଥାନାର ବରଡ଼ାଳିଆ ଠାକୁରାଣୀ ରାସ୍ତାରେ ଘଟିଛି ଗୁଳିମାଡ଼। ପୂର୍ବ ଶତ୍ରୁତା କାରଣରୁ ଗତ ରାତିରେ ଗୁଳିମାଡ଼ ଘଟିଛି। ଯୁବକ ଜଣକ ମଣିପୁର ଗାଁର ହୋଇଥିବା ବେଳେ ତାଙ୍କୁ ଘରୁ ଡ଼ାକି ଆଣି କିମ୍ବା ବାଟରେ ଜଗି…

ପୁରୀ: ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ଲାଙ୍କ ଫାୟରିଂ ଘଟଣାରେ ୪ ଜଣ ଗିରଫ

ପୁରୀ(କେନ୍ୟୁଜ୍): ପୁରୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ଲାଙ୍କ ଫାୟରିଂ ଘଟଣାରେ ୪ ଜଣ ଗିରଫ। ଉତ୍ତରପ୍ରଦେଶରେ ୩ ଜଣ ଅଙ୍ଗରକ୍ଷୀଙ୍କ ସମେତ ଆୟୋଜକ ନାରାୟଣ ସାହୁଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଛି ୨ଟି ବନ୍ଧୁକ। ଏହି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ଉମାଶଙ୍କର ଦାସ। ଗତ ୨୭ ତାରିଖ ଦିନ…

ପ୍ରକୃତି ଛାଡ଼ୁନି ପାକିସ୍ତାନ, ଭାରତ ସ୍ୱାଧୀନତା ଦିବସ ପାଳୁଥିବା ବଳେ ସୀମା ସେପାଖରୁ କରୁଛି ଗୁଳିମାଡ଼

ଭାରତ ସ୍ୱାଧୀନତା ଦିବସ ପାଳୁଥିବା ବଳେ ସୀମା ସେପାଖରୁ ପାକିସ୍ତାନ ସେନାର ଗୁଳିମାଡ଼ । ପୁଂଛ କେ.ଜି ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଂଘନ କରିଛି। ତେବେ ସୀମାରେ ସତର୍କ ଥିବା ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ପାଲଟା ଗୁଳି ମାଡ଼ କରିଛନ୍ତି ଭାରତୀୟ ଯବାନ। ଗତ କିଛି ଦିନ…

କେନ୍ଦ୍ରାପଡ଼ା: କଳପଡ଼ା ଲୁଣାନଦୀ ପୋଲ ଉପରେ ଗୁଳିକାଣ୍ଡ, ୨ ଆହତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ସହର ଥାନା କଳପଡ଼ା ଲୁଣାନଦୀ ପୋଲ ଉପରେ ଗୁଳିକାଣ୍ଡ। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ପାଟକୁରା ଥାନା ବଛରାଇ ଗାଁର ରାଜେଶ ମୁଦୁଲି ଓ ସଦର ଥାନା ଅଙ୍ଗୁଳାଇ ବରେଇ ଗାଁର ବିନୋଦ ସାହୁ। ଗତକାଲି ରାତିରେ ରାଜେଶ ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ…