Browsing Tag

firing

ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼

ସୁନ୍ଦରଗଡ଼ : ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଡ୍ରାଇଭର ଭର୍ତ୍ତି। ସୁନ୍ଦରଗଡ଼ କୁତ୍ରା ଥାନା କିରିଙ୍ଗସିରାରେ ହୋଇଛି ଗୁଳିମାଡ଼। ପିକଅପ ଭ୍ୟାନ ଚଳାଇ ସୁବାସ ନାୟକ ନାମକ ଯୁବକ ଯାଉଥିବା ବେଳେ ତାଙ୍କ ଉପରେ ଫାୟାରିଂ ହୋଇଛି। କାରରେ ୪ ଜଣ…

ଦିଲ୍ଲୀ: ପୋଲିସ ଓ ଗ୍ୟାଙ୍ଗ୍‌ଷ୍ଟାର ମଧ୍ୟରେ ଗୁଳି ବିନିମୟ, ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ର ୨ ସୁଟର ଗିରଫ

ଦିଲ୍ଲୀର ଭିଭିଆଇପି ଅଞ୍ଚଳ ବସନ୍ତ କୁଞ୍ଜରେ ଶୁକ୍ରବାର ଦିଲ୍ଲୀ ପୋଲିସ ଓ ଗ୍ୟାଙ୍ଗ୍‌ଷ୍ଟାରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ସ୍ପେଶାଲ ସେଲ୍‌ ପୋଲିସ ଏନ୍‌କାଉଣ୍ଟର କରି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ର ୨ ସୁଟରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୧୫ ବର୍ଷର ଜଣେ ନାବାଳକ…

ଆମେରିକାର ନେଭାଡା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ, ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସହ ୩ ମୃତ

ଆମେରିକାର ଲସ୍ ଭେଗସ୍‌ସ୍ଥିତ ନେଭାଡା ବିଶ୍ୱବିଦ୍ୟାଳୟରେ ଗୁରୁବାର ଗୁଳିକାଣ୍ଡ ଘଟିଛି। ଏଠାରେ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସ୍‌ରେ ଘଟିଥିବା ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ଏଥିରେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଆକ୍ରମଣ ପରେ ସନ୍ଦିଗ୍ଧ…

ପଞ୍ଜାବ ଗୁରୁଦ୍ୱାରରେ ଗୋଷ୍ଠୀ ସଂଘର୍ଷ ଏବଂ ଗୁଳିକାଣ୍ଡ, ଜଣେ ପୋଲିସ କର୍ମୀ ମୃତ ଏବଂ ୩ ଆହତ

ପଞ୍ଜାବ କପୁରଥଲାର ଗୁରୁଦ୍ୱାରରେ ନିହାଙ୍ଗ ଶିଖ୍‌ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ପୋଲିସ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ଗୁରୁଦ୍ୱାର ଅକଲପୁର ବୁଙ୍ଗା ମଧ୍ୟକୁ ପଶି କିଛି ନିହାଙ୍ଗ ଗୋଷ୍ଠୀ ଅବରୋଧ କରିବାକୁ ଉଦ୍ୟମ କରୁଥିବା ବେଳେ…

ବିହାର: ଛଟ୍‌ ପୂଜା ସାରି ଫେରୁଥିବା ବେଳେ ପରିବାରର ୬ ସଦସ୍ୟଙ୍କୁ ଗୁଳିମାଡ଼, ୨ ଜଣଙ୍କର ଉଡ଼ିଗଲା ପ୍ରାଣବାୟୁ

ପ୍ରେମ ସମ୍ପର୍କକୁ ନେଇ ବିହାରର ଲଖିସରାୟ ଜିଲ୍ଲାରେ ଗୁଳିକାଣ୍ଡ। ଏଠାରେ ଛଟ୍‌ ପୂଜା ସାରି ଫେରୁଥିବା ବେଳେ ଏକ ପରିବାର ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ପରିବାରର ୬ ସଦସ୍ୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଦ୍ୱୟ…

ଜର୍ମାନୀ ହାମବର୍ଗ ବିମାନବନ୍ଦରରେ ଗୁଳି ଚଲାଇ ଆତଙ୍କ ରଚିଲା କାର୍‌ ଚାଳକ, ୨୭ ବିମାନ ଉଡାଣ ପ୍ରଭାବିତ

ଜର୍ମାନୀର ହାମବର୍ଗ ବିମାନବନ୍ଦରରେ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଛି ଜଣେ କାର୍‌ ଚାଳକ । ଶନିବାର ରାତି୮ ଟା ସମୟରେ ଜଣେ କାର ଚାଳକ ଜବରଦସ୍ତି ବିମାନବନ୍ଦର ପଡିଆରେ ପ୍ରବେଶ କରି ଦୁଇ ରାଉଣ୍ଡ ଗୁଳି ଚଳାଇଲା । ଫଳରେ ବିମାନବନ୍ଦରରେ ହଡକମ୍ପ ସୃଷ୍ଟି ହୋଇଥିଲା । ଏହା ପରେ ବିମାନ ବନ୍ଦରକୁ…

ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ବିବାଦକୁ ନେଇ ଫୁଟିଲା ଗୁଳି, ଯୁବକ ଗୁରୁତର

ରାଉରକେଲା (କେନ୍ୟୁଜ): ଗୋଷ୍ଠୀ ବିବାଦକୁ ନେଇ ଫୁଟିଲା ଗୁଳି । ରାଉରକେଲା ବିଶ୍ରା ଆଇଆଇଟି ମହଲା ପଞ୍ଚାୟତ ନିକଟରେ ଗୁଳିମାଡ଼ ହୋଇଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦକୁ ନେଇ ଫୁଟିଲା ଗୁଳି । ଏଥିରେ ମହମ୍ମଦ ଇରଫାନ୍ ରାଜାର ଡାହାଣ ଛାତିରେ ବାଜିଛି ଗୁଳି । ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା…

ଆମେରିକାରେ ଭୟଙ୍କର ଗୁଳି କାଣ୍ଡ, ଚାହୁଁ ଚାହୁଁ ଚାଲିଗଲା ୨୨ ଜୀବନ

ବିଶ୍ୱରେ ଘାରିଛି ଅରାଜକତା । ଇସ୍ରାଏଲ ହମାସ ଯୁଦ୍ଧ ଭିତରେ ଆସିଛି ଆଉ ଏକ ଦୁଃଖଦ ଘଟଣା । ଯାହା ବିଷୟରେ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଆମେରିକାରେ ଘଟିଯାଇଛି । ଏଠାରେ ହୋଇଛି ଭୟଙ୍କର ଗୁଳିକାଣ୍ଡ । ଏହି ଦୁର୍ଘଟଣାରେ ୨୨ ଜଣ ମୃତ୍ୟୁବରଣ କରିଛନ୍ତି । ଅନେକ…

ପିପିଲି ଟୋଲ ପ୍ଲାଜାରେ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା, ୩ ଦୁର୍ବୃତ୍ତ ଗିରଫ

ପିପିଲି (କେନ୍ୟୁଜ): ଟୋଲ ପ୍ଲାଜାରେ ଗୁଳିମାଡ଼ ଘଟଣାରେ ୩ ଗିରଫ । ନିମାପଡ଼ା ନିକଟରେ କାର୍ ଛାଡ଼ି ଫେରାର୍ ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗ୍ରାମବାସୀଙ୍କ ସହଯୋଗରେ ଗିରଫ କରିଛି ପୋଲିସ । ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ବଚସା ପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକ୍ରମଣରେ…

ପିପିଲି ଟୋଲ ପ୍ଲାଜ଼ାରେ ଗୁଳିମାଡ଼, ଦୁର୍ବୁତ୍ତଙ୍କ ଆକ୍ରମଣରେ ଟୋଲ କର୍ମଚାରୀ ଆହତ

ପିପିଲି (କେନ୍ୟୁଜ): ପିପିଲି ଟୋଲ ପ୍ଲାଜ଼ାରେ ଗୁଳିମାଡ଼ । କାରରେ ଭୁବନେଶ୍ୱରରୁ ପୁରୀକୁ ସାତ ଜଣ ବ୍ୟକ୍ତି ଯାଉଥିବା ବେଳେ ଟୋଲ କର୍ମଚାରୀଙ୍କ ସହିତ ବିବାଦ ହୋଇଥିଲା । ଦୁର୍ବୁତ୍ତଙ୍କ ଆକ୍ରମଣରେ ଟୋଲ କର୍ମଚାରୀ ଆହତ ହୋଇଛନ୍ତି । ଦୁଇ ରାଉଣ୍ଡ ବ୍ଲାଙ୍କ ଫାଇରିଙ୍ଗ କରିବା ସହିତ ଗୋଟିଏ ଖୋକା…

ବିଲରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ: ୫ ମୃତ, ଅନେକ ଆହତ

ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୫ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି । ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର ରେଡା ଗ୍ରାମରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ସିଭିଲ…

ବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ସହରର ଶୋଭାରମପୁରରେ ଗତକାଲି ରାତିରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…