Browsing Tag

first falg hosting

ନୂଆ କାଶ୍ମୀରରେ ଉଡ଼ିଲା ତ୍ରିରଙ୍ଗା, ଲଦାଖରେ ପତାକା ଉତ୍ତୋଳନ ବେଳେ ନାଚିଲେ ସାଂସଦ

ନୂଆ କାଶ୍ମୀରରେ ଉଡ଼ିଲା ତ୍ରିରଙ୍ଗା। ୩୭୦ ଧାରା ହଟିବା ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ସ୍ୱାଧୀନତା ଦିବସ। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଉପତ୍ୟକାକୁ ମିଳିଛି ନୂଆ ଅନୁଭୂତି। ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ବୋଧିତ କରିଥିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ।…