ନୂଆ ଆଇନ ଲାଗୁ ହେବା ପରେ ଲକ୍ଷ୍ମୀସାଗର ଥାନା ଅଧୀନରେ ରୁଜୁ ହେଲା ପ୍ରଥମ ମାମଲା
ଭୁବନେଶ୍ୱର : ସାରା ଦେଶରେ ନୂଆ ଆଇନ ଲାଗୁ ହେବା ପରେ କମିଶନରେଟ ପୋଲିସରେ ରୁଜୁ ହେଲା ପ୍ରଥମ ମାମଲା । କମିଶନରେଟ ପୋଲିସ ଅନ୍ତର୍ଗତ ଲକ୍ଷ୍ମୀସାଗର ଥାନା ଅଧୀନରେ ରୁଜୁ ହେଲା ପ୍ରଥମ ମାମଲା । ହତ୍ୟା ଉଦ୍ୟମ ଅଭିଯୋଗରେ ରୁଜୁ ହେଲା ମାମଲା । ପୂର୍ବରୁ ଏ ନେଇ IPC 307 ରେ ରୁଜୁ ହେଉଥିଲା…