କଟକ: ଅଧ ରାତିରେ ରେସକ୍ୟୁ ଅପରେସନ୍। ୧ ଘଣ୍ଟା ପରେ ଉଦ୍ଧାର ହେଲେ ୯ଜଣ। ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ୧୦ଜଣ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ…