Browsing Tag

first Raja

ଏଥର ଫିକା ପଡ଼ିଛି ରଜ, ହେଲେ କମିନି ଉତ୍ସାହ! କରୋନା କଟକଣା ଭିତରେ ଆଜି ପାଳିତ ହେଉଛି ପହିଲି ରଜ

ରଜ ଓଡ଼ିଶାର ଏକ ମୁଖ୍ୟ ଗଣପର୍ବ। ଏହାକୁ ସାଂସ୍କୃତିକ ପର୍ବ ମଧ୍ୟ କୁହାଯାଏ। ରଜ ଶବ୍ଦଟି ଓଡିଶାକୁ ଉତ୍ସବମୁଖର କରିଥାଏ, ଯାହାକୁ ଆମେ ଧରିତ୍ରୀ ମାଆର ଋତୁସ୍ରାବ ପର୍ବ ଭାବେ ପାଳନ କରିଥାଉ। ଏହି ପର୍ବକୁ ଓଡ଼ିଶାର ସମସ୍ତ ଝିଅ ଉଲ୍ଲାସର ସହିତ ଅପେକ୍ଷା କରିଥାନ୍ତି। ଆଜି ହେଉଛି ରଜର ପ୍ରଥମ ଦିନ…

ଆଜି ପହିଲି ରଜ, ଓଡ଼ିଆର ଖୁବ୍‌ ଆପଣାର ପର୍ବ ରଜ

ଭୁବନେଶ୍ୱର (କେନ୍ୟୁଜ) : ଆଜି ପହିଲି ରଜ। ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ରଜ ଗୀତ ସହ ଏହି କଟ ମଟ ବାଜଣା ବଜାଇ ଆସିଛି ରଜ । ଓଡ଼ିଆର ଖୁବ୍‌ ଆପଣାର ପର୍ବ ରଜ । ପିଠାପଣାର ମହକରେ ମହକି ଉଠୁଛି ଘର। ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ। ରଜଦୋଳି…