ଆଜିଠୁ ଆରମ୍ଭ ହୋଇଯାଇଛି Oneplus ର ପ୍ରଥମ ଫୋଲ୍ଡେବଲ ଫୋନର ସେଲ୍, ପାଇବେ ୧୩,୦୦୦ ଟଙ୍କାର ବେନିଫିଟ୍
OnePlus ଏହାର ପ୍ରଥମ ଫୋଲ୍ଡେବଲ ଫୋନ୍ ଅକ୍ଟୋବର ୧୯ ରେ ମୁମ୍ବାଇର ଏକ ଇଭେଣ୍ଟରେ ଲଞ୍ଚ କରିଥିଲା, ଯାହାର ପ୍ରଥମ ସେଲ ୨୭ ଅକ୍ଟୋବର ଅର୍ଥାତ ଆଜି ଆରମ୍ଭ ହୋଇଯାଇଛି । OnePlus open ଫୋଲ୍ଡେବଲ ଫୋନରେ କମ୍ପାନୀ ୧୩୦୦୦ ଟଙ୍କା ମୂଲ୍ୟର ବେନିଫିଟ ପ୍ରଦାନ କରୁଛି । OnePlus ର ପ୍ରଥମ ଫୋଲ୍ଡେବଲ…