୧୭୫ ବର୍ଷ ପୂର୍ବେ ଉଠାଯାଇଥିଲା ଦୁନିଆର ପ୍ରଥମ ସେଲ୍ଫି, ବାପାଙ୍କ ଦୋକାନ ପଛପଟେ ଛିଡ଼ା ହୋଇ ଫଟୋ ନେଇଥିଲେ ୩୦ ବର୍ଷୀୟ…
ଆଜିକାଲି ସବୁଆଡ଼େ ସେଲ୍ଫିର କ୍ରେଜ ଦେଖିବାକୁ ମିଳୁଛି। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି, ସେଲ୍ଫିର ଆରମ୍ଭ କେବେ ହୋଇଥିଲା? 1839 ମସିହାରେ 30 ବର୍ଷୀୟ ଜଣେ ଯୁବକ ଦୁନିଆର ସବୁଠାରୁ ପ୍ରଥମ ସେଲ୍ଫି ନେଇଥିଲେ। ତାଙ୍କ ନାଁ ରବର୍ଟ କାର୍ନେଲିୟସ। ସେ ଆମେରିକାର ପେନ୍ସିଲଭାନିଆରେ ରହୁଥିଲେ।…