Browsing Tag

first sunrise

ଆସିଛି ନୂଆବର୍ଷ, ପ୍ରଥମ ସୂର୍ଯ୍ୟୋଦୟକୁ ମନଭରି ଉପଭୋଗ କରିଛନ୍ତି ଲୋକ

ଭୁବନେଶ୍ୱର : ଆସିଛି ନୂଆ ବର୍ଷ ୨୦୨୫ । ଆଣିଛି ନୂଆ ଆଶା ଓ ନୂଆ ଉତ୍ସାହ । ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ମନଭରି ଉପଭୋଗ କରିଛନ୍ତି ଲୋକ । ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ, ନବ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ…