ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ୪ର୍ଥ ଦିନରେ ବାଂଲାଦେଶର ସ୍କୋର ୨୭୨/୬, ଜାକିର ହସନ ମାରିଲେ ଶତକ
ଭାରତ ବାଂଲାଦେଶ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ଚଟ୍ଟଗ୍ରାମସ୍ଥିତ ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚର ୪ର୍ଥ ଦିନ । ଆଜି ବାଂଲାଦେଶ ଟିମର ଓପନର୍ ବ୍ୟାଟସମ୍ୟାନ୍ ନଜମୁଲ୍ ହୋସେନ୍ ଶାଣ୍ଟୋ ୬୭ ରନ ଓ ଜାକିର୍ ହସନ୍ ୧୦୦ ରନ୍ କରି ଟିମକୁ…