ଭୁଲରେ ମଧ୍ୟ ଏହି ସ୍ଥାନରେ ରଖନ୍ତୁ ନାହିଁ ଫିସ୍ ଆକ୍ୱାରିୟମ, ଦେଖାଦେଇପାରେ ଆର୍ଥିକ ସଙ୍କଟ
ଅନେକ ଲୋକ ଫିସ୍ ଆକ୍ୱାରିୟମକୁ ଘରେ ଏକ ହବି ଭାବରେ ରଖନ୍ତି, ଯାହା ବେଳେବେଳେ ବାସ୍ତୁ ତ୍ରୁଟି ଏବଂ ଅନ୍ୟାନ୍ୟ ସମସ୍ୟାର କାରଣ ହୋଇଯାଏ । ବାସ୍ତୁ ଶାସ୍ତ୍ରରେ ମାନବ ଜୀବନରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଅନେକ ସରଳ ସମାଧାନ ମିଳିଥାଏ । ଏହି ସବୁ ଜିନିଷକୁ ମାନି ଅନେକ ଲୋକ ତାଙ୍କ…