ମାଛ ଆମ ଶରୀରକୁ ରଖିଥାଏ ସୁସ୍ଥ, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଖଟା ମିଠା ଚଟପଟା ମାଛ ତରକାରୀ
ନନଭେଜ ଖାଇବାକୁ ଆମ ସମସ୍ତଙ୍କୁ ଭଲ ଲାଗିଥାଏ। ଆମିଶ ବାର ଆସିବ ପୁଣି ଆମେ ମାଛ ଖାଇବା ନାହିଁ ଏହା କଣ ସମ୍ଭବ। ସେଥିପାଇଁ ଆଜି ଆମେ ଆପଣଙ୍କ ମାଛର ସ୍ପେଶାଲ ରେସିପି ନେଇ ଆସିଛୁ। ସାଧାରଣତଃ ମାଛ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଆମ ଶରୀରର ହାର୍ଟକୁ ସୁସ୍ଥ ରଖିଥାଏ। ତେଣୁ…