ଡ୍ୟାମରେ ମରି ଭାସୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ, ଚିନ୍ତାରେ ନିଲାମରେ ନେଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ
ଅନୁଗୁଳ : ଡ୍ୟାମରେ ମରିପଡ଼ିଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ଅନୁଗୁଳ ଜିଲ୍ଲା ପରଙ୍ଗ ଡ୍ୟାମରେ ମାଛ ମଡକ । ଛୋଟ ମାଛଠୁ ଆରମ୍ଭ କରି ବଡ଼ ବଡ଼ ମାଛ ଯାଏଁ ମରି ପାଣିରେ ଭାସୁଛନ୍ତି । ମାଛ ମଡକ ଦେଖି ଚିନ୍ତାରେ ନିଲାମରେ ନେଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ । ପରଙ୍ଗ ପଞ୍ଚାୟତର…