Browsing Tag

fish smell

ବାସନରୁ ଯାଉନି କି ମାଛ ଗନ୍ଧ? ଆପଣାନ୍ତୁ ଏହି ଘରୋଇ ଉପାୟ

ସି-ଫୁଡ୍ ଖାଇବାକୁ ପସନ୍ଦ କରୁଥିବା ଲୋକ ପ୍ରାୟତଃ ଘରେ ମାଛ ରାନ୍ଧି ଖାଇଥାନ୍ତି। ମାଛ ଖାଇବାକୁ ତ ବହୁତ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଏହାର ଗନ୍ଧ ସହଜରେ ଯାଇନଥାଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ। ମାଛ ଦୁର୍ଗନ୍ଧ ଦୂର…