Odisha News
Browsing Tag

fish

ପାରାଦୀପ: ଜାଲରେ ପଡ଼ିଲା ୨କ୍ୱିଣ୍ଟାଲ ଓଜନର ବିରଳ କାଉ ମାଛ

ପାରାଦୀପ: ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ। ପାରାଦୀପରେ ପ୍ରାୟ ୨କ୍ୱିଣ୍ଟାଲ ଓଜନର ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ମାଛର ପାଟି କାଉ ଭଳି ହୋଇଥିବାରୁ ଏହାକୁ କାଉ ମାଛ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଗତକାଲି ରାତିରେ ଧୀବରମାନେ ମଝି ସମୁଦ୍ରରେ ଜାଲ ପକାଇଥିବା ବେଳେ ମାଛଟି ଜାଲରେ…

ଗାଧୋଇସାରି ଆସିବା ପରେ ନାକରେ ହେଉଥିଲା ପୀଡ଼ା, ଡାକ୍ତର ପରୀକ୍ଷା କରିବାରୁ ବାହାରିଲା…

ବାଳକର ନାକରୁ ବାହାରିଲା ଜୀଅନ୍ତା ମାଛ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏକ ୧୨ବର୍ଷୀୟ ବାଳକର ନାକରୁ ଡାକ୍ତରମାନେ ବହୁ ପ୍ରଚେଷ୍ଟା ପରେ ଏକ ମାଛ ବାହାର କରିଛନ୍ତି। ମାଛଟି ପ୍ରାୟ ୩ ଘଣ୍ଟା ଧରି ପିଲାଟିର ନାକରେ ଫସିରହିଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…

ରାଜନଗର ତାଳଚୁଆରେ ବିରଳ ମୟୂର ମାଛ, କେଜି ପ୍ରତି ୧୦ ହଜାର ଟଙ୍କାରେ ହେବ ବିକ୍ରି 

ରାଜନଗର(କେନ୍ୟୁଜ୍): ରାଜନଗର ତାଳଚୁଆରେ ଦେଖିବାକୁ ମିଳିଛି ବିରଳ ମାଛ । ଏହି ମାଛକୁ ମୟୂର ମାଛ ବୋଲି କୁହାଯାଏ । ମାଛର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ । ମୟୂର ମାଛକୁ ବାଲେଶ୍ୱର ଦୀଘାରେ ବିକ୍ରି କରାଯିବ । କେଜି ପ୍ରତି ୧୦ ହଜାର ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି । ଏହି ବିରଳ…

ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜରେ ମାଛ ରଖି ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଯିବାକୁ ପଡିପାରେ ଡାକ୍ତରଖାନା

ମାଛ ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ। ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପଯୋଗୀ। ନଦୀ କିମ୍ବା ପୋଖରୀ ମାଛ ଧରି ଆଣି ଖାଇବା ସ୍ୱାସ୍ଥ୍ୟପକ୍ଷେ ଭଲ ହୋଇଥିବା ବେଳେ ଫ୍ରିଜରେ ରଖିଥିବା ମାଛ ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଫ୍ରିଜରେ ଥିବା ମାଛ ଖାଇବା ଦ୍ୱାରା ଆପଣ…

୨୩ କୋଟିର ମାଛ! ଧରିଥିବା ବ୍ୟକ୍ତି ପୁଣି ଛାଡ଼ିଦେଲେ ସମୁଦ୍ରରେ, ଜାଣନ୍ତୁ କ’ଣ ହୋଇପାରେ କାରଣ

ଆୟରଲ୍ୟାଣ୍ଡରେ ରହୁଥିବା ଡେଭ୍‌ ଏଡ୍‌ଓ୍ଵାର୍ଡସ ନାମକ ବ୍ୟକ୍ତି ୨୯ ସେପ୍ଟେମ୍ବରରେ ୱେଷ୍ଟ୍‍ କର୍କ ଚାର୍ଟସକୁ ମାଛ ଧରିବାକୁ ଯାଇଥିଲେ। ସାଥିରେ ତାଙ୍କର ଜଣେ ସାଙ୍ଗ ମଧ୍ୟ ଥିଲେ। ବହୁତ ସମୟ ଯାଏ ଦୁହେଁ ସମୁଦ୍ରରୁ ମାଛ ଧରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଦୁଇଜଣଙ୍କ ହାତରେ କିଛି ବି ଲାଗୁ…

ଆନ୍ଧ୍ର ମାଛରେ ପୋକ, କିଣିବା ପୂର୍ବରୁ ଭଲରେ ଦେଖି ଆଣନ୍ତୁ

ବାଲିପାଟଣା : ଆନ୍ଧ୍ର ମାଛରେ ପୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବନମାଳିପୁରରେ । ସ୍ଥାନୀୟ ଅଂଚଳର ରାଜେଶ ପାତ୍ର ନାମକ ଜଣେ ବ୍ୟକ୍ତି ବଜାରରୁ ମାଛ ଆଣି ଘରେ କାଟିବା ପରେ ଏଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ । କିଛି ଅସାଧୁ ବ୍ୟବସାୟୀ ଆନ୍ଧ୍ରରୁ…

ମୁମ୍ବାଇ ବିମାନବନ୍ଦରରେ ଭାସୁଛନ୍ତି ମାଛ, କର୍ମଚାରୀଠାରୁ ପାଇଲଟ ସମସ୍ତେ ଭୟଭୀତ

ଗତରାତିରୁ ଲାଗିରହିଥିବା ମୂଷଳାଧାର ବର୍ଷାରେ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ହୋଇଛନ୍ତି ମାୟାନଗରୀ ମୁମ୍ବାଇବାସୀ। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହାନ…

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ । ମୟୂରଭଞ୍ଜ ଜିଳ୍ଲା କୁସୁମୀ ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଅନ୍ତେବାସୀ ମାଛ ଭାତ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ରାତିରେ ଅନ୍ତେବାସୀ ମାନେ ଖାଇସାରି ଶୋପଡିଥିଲେ । ସକାଳୁ ପେଟ କାଟିବା ସହ ଝାଡାବାନ୍ତି ହୋଇଥିଲା । ଫଳରେ ସ୍କୁଲ…

ଏହି ମାଛର ସେବନ ହୋଇପାରେ କ୍ୟାନ୍ସର କାରଣ , ଖାଇବା ପୂର୍ବରୁ ହୁଅନ୍ତୁ ସଜାଗ

ମାଛ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହାର ସେବନ ଆଖି , କେଶ ତଥା ଶରୀରରେ ଉଷ୍ମତା ବଜାୟ ରଖିବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ରହିଥିବା ଅଣ୍ଟିଅକ୍ସିଡ଼େଣ୍ଟ ଏବଂ ପୋଷକ ତତ୍ତ୍ବ ଅନ୍ୟ କୌଣସି ଖାଦ୍ୟରେ ମିଳିନଥାଏ। ଏହାକୁ ବିଭିନ୍ନ ପ୍ରକାରର ତରକାରୀ ତଥା ଭଜା ପ୍ରସ୍ତୁତ କରି…

ମାଛ ପିକଅପ୍‌  ଭ୍ୟାନରୁ ୨ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା : ଲୁଟିନେଲେ ୨ ଲକ୍ଷ ଟଙ୍କା । ୧୬ନମ୍ବର ଜାତୀୟ ରାଜପଥର ଜଟଣୀ ବାଇପାସ୍‌  ନିକଟରେ ଏହି ଲୁଟ୍‌  ହୋଇଛି । ମାଛ ଅନ୍‌ଲୋଡ୍‌ କରି ଫେରୁଥିବା  ପିକଅପ୍‌  ଭ୍ୟାନକୁ ଅଟକାଇ ଦୁର୍ବୃତ୍ତମାନେ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଫେରାର…

ଆଇସିୟୁରେ ଖେଳିଲେ ମୀନ

ବିହାରରେ ବର୍ଷାର ତାଣ୍ଡବ । ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ପାଟଣାର ସବୁଠୁ ବଡ଼ ନାଳନ୍ଦା ସରକାରୀ ମେଡିକାଲ କଲେଜରେ ପାଣି ପଶି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ହସ୍ପିଟାଲ ଓ୍ଵାର୍ଡ ସମେତ ଆଇସିୟୁରେ ରୋଗୀ ବେଡ୍‌ରେ ଶୋଇଥିବା ବେଳେ ତଳେ ମାଛ ଖେଳୁଥିଲେ । ଲଗାଣ ବର୍ଷାରେ…

ରାଜ୍ୟସାରା ଫର୍ମାଲିନର ଭୟ

ଭୁବନେଶ୍ବର: ରାଜ୍ୟବାସୀଙ୍କ ମଧ୍ୟରେ ଫର୍ମାଲିନ୍ ଭୟ। ଆଜି ମଧ୍ୟ ରାୟଗଡ଼ା, ପୁରୀ ସମେତ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଯାଞ୍ଚ ଚାଲିଛି। ରାୟଗଡ଼ା ଜିଲ୍ଲା ମତ୍ସ୍ୟ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଲିତ ଚଢାଉ କରାଯାଉଛି। ରାୟଗଡ଼ାକୁ ଆସୁଥିବା ଆନ୍ଧ୍ରପ୍ରଦେଶ, ପାର୍ବତୀପୁରମ୍,…