ଜାଲରେ ପଡିଲା ତେଲିଆ ମାଛ, ୧୯ ହଜାର ୨ ଶହ ଟଙ୍କାରେ ହେଲା ବିକ୍ରି
ବାଲେଶ୍ୱର(କେନ୍ୟୁଜ୍): ଜାଲରେ ପଡିଲା ତେଲିଆ ମାଛ । ବାଲେଶ୍ୱର ବଳରାମଗଡି ମାଛଧରା କେନ୍ଦ୍ରରେ ହୋଇଛି ତେଲିଆ ମାଛର ନିଲାମି । କେଜି ପ୍ରତି ୬ ହଜାର ୪ ଶହ ଟଙ୍କା ହିସାବରେ ୩ କେଜିର ମାଛ ୧୯ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି । ଜଣେ ପଶ୍ଚିମବଙ୍ଗ ବ୍ୟବସାୟୀ ଏହି ତେଲିଆ ମାଛକୁ କିମିଛନ୍ତି…