Browsing Tag

fisher men

ବୋଟରୁ ଡେଇଁ ମତ୍ସ୍ୟଜୀବୀ ମୄତ

ଭଦ୍ରକ: ଧାମରା ମୁହାଣରେ ପୁଣି ଦୁର୍ଘଟଣା। ଏକ ଚଳନ୍ତା ବୋଟରୁ ସମୁଦ୍ରକୁ ଡେଇଁ ଜଣେ ମତ୍ସ୍ୟଜୀବୀର ମୄତ୍ୟୁ ଘଟିଛି। ମତ୍ସ୍ୟଜୀବୀର ଘର ଜାମଝାଡି ନରଣପୁର ଗ୍ରାମରେ। ତାଙ୍କ ନାମ ଶରତ ମଲ୍ଲିକ ବୋଲି ଜଣାପଡିଛି। ସୂଚନା ମୁତାବକ ପଞ୍ଚରତ୍ନ ନାମକ ଏକ ବୋଟରେ ସମୁଦ୍ରକୁ ଶରତ ମାଛ ମରିବାକୁ ଯାଇଥିଲା।…