ମାଛ ଧରିବା ସମୟରେ ଜାଲରେ ପଡ଼ିଲା ମ୍ୟାକବୁକ ସହ ଆଇଫୋନ ମଡେଲ, ଖବର ହେଉଛି ଭାଇରାଲ
ଜୀବନରେ କେବେ କେଉଁ ଘଟଣା ଘଟିଯିବ ତାହା କାହାକୁ ଜଣାନଥାଏ । ଅନେକ ଥର ଏଭଳି ଘଟଣା ଘଟିଛି ଯାହା ବିଶ୍ୱାସ କରିହୁଏନି। ଲାଗେ ଯେପରି ‘ଏହା ଭଗବାନଙ୍କ ଚମତ୍କାର’। ଇଣ୍ଡୋନେସିଆର ଏକ ମାଛ ଧରାଳୀଙ୍କ ସହ ମଧ୍ୟ ଏଭଳି ଘଟଣା ଘଟିଛି। ଯାହାକି ରାତାରାତି ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଛି। ଆପଣ…