ପାରାଦୀପରେ ୧୩ ମତ୍ସ୍ୟଜୀବୀ ନିଖୋଜ, ୪ ଦିନ ହେଲା ପତ୍ତା ମିଳୁନି
ଜଗତସିଂହପୁର : ପାରାଦୀପ ନିକଟ ସମୁଦ୍ରରେ ଗତ ୪ ଦିନ ହେଲା ମିଳୁନି ଦୁଇଟି ମାଛ ଧରା ଟ୍ରଲରଙ୍କ ପତ୍ତା । ଏଥିରେ ୧୩ ଜଣ ମତ୍ସ୍ୟଜୀବୀ ଥିବାର ଜଣାଯାଇଛି । ପତ୍ତା ନ ମିଳବାରୁ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଚିଠି ଲେଖିଛି ।…