Browsing Tag

fishermen missing

ପାରାଦୀପରେ ୧୩ ମତ୍ସ୍ୟଜୀବୀ ନିଖୋଜ, ୪ ଦିନ ହେଲା ପତ୍ତା ମିଳୁନି

ଜଗତସିଂହପୁର : ପାରାଦୀପ ନିକଟ ସମୁଦ୍ରରେ ଗତ ୪ ଦିନ ହେଲା ମିଳୁନି ଦୁଇଟି ମାଛ ଧରା ଟ୍ରଲରଙ୍କ ପତ୍ତା । ଏଥିରେ ୧୩ ଜଣ ମତ୍ସ୍ୟଜୀବୀ ଥିବାର ଜଣାଯାଇଛି । ପତ୍ତା ନ ମିଳବାରୁ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଚିଠି ଲେଖିଛି ।…

ରାଜନଗର ଗଭୀର ସମୁଦ୍ର ଭିତରେ ବଡ ଅଘଟଣ: ବୁଡିଗଲା ମାଛ ମାରୁଥିବା ଟ୍ରଲର, ୧୩ ମତ୍ସ୍ୟଜୀବୀ ନିଖୋଜ

ରାଜନଗର(କେନ୍ୟୁଜ): ରାଜନଗର ଗଭୀର ସମୁଦ୍ର ମଧ୍ୟରେ ବଡ ଅଘଟଣ । ବୁଡିଗଲା ମାଛ ମାରୁଥିବା ଟ୍ରଲର ୧୩ ମତ୍ସ୍ୟଜୀବୀ ନିଖୋଜ । କୋଷ୍ଟଗାର୍ଡ ,ଧାମରା ,ତାଳଚୁଆ ଓ ପାରାଦୀପ ମେରାଇନ ପୋଲିସ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି । ଗତକାଲି ସଂଧ୍ୟା ୫ଟାରୁ ଉପାସନା ଟ୍ରଲର ନିଖୋଜ ଥିବା ନେଇ ମିଳିଛି ସୂଚନା…

ମହାକାଳପଡ଼ା ବ୍ଲକ ମହାନଦୀ ଚଟକା ମୁହାଁଣରେ ଅଘଟଣ : ୪ ମତ୍ସ୍ୟଜୀବୀ ନିଖୋଜ, ଉଦ୍ଧାର କାମ ଜାରି

କେନ୍ଦ୍ରାପଡା (କେନ୍ୟୁଜ୍) : ମହାକାଳପଡ଼ା ବ୍ଲକ ମହାନଦୀ ଚଟକା ମୁହାଁଣରେ ଅଘଟଣ । ଗତକାଲି ଜମ୍ବୁରୁ ୪ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇ ଫେରୁଥିବା ବେଳେ ବର୍ଷା ଯୋଗୁଁ ଡଙ୍ଗାଟି ବୁଡି ଯାଇଥିଲା । ଏହି ଘଟଣାରେ ଜଣେ ଉଦ୍ଧାର ହୋଇଥିବା ବେଳେ ଡ଼ଙ୍ଗାର ମାଲିକ ତପନ ଦାସ ଏବେବି ନିଖୋଜ ଅଛନ୍ତି…