Browsing Tag

fishermen

ପାକିସ୍ତାନ ଜେଲ୍‌ରୁ ମୁକ୍ତ ହେଲେ ୧୯୮ ମତ୍ସ୍ୟଜୀବୀ, ୨ ଜଣଙ୍କର ଜେଲ୍‌ରେ ହୋଇଥିଲା ମୃତ୍ୟୁ

ପାକିସ୍ତାନ ଜେଲରୁ ୧୯୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି। ସେମାନେ ନିଜ ନିଜ ଦଣ୍ଡ ସମାପ୍ତ କରିନେଇଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୮୩ ହେଉଛନ୍ତି ଗୁଜରାଟର। ଏମାନେ ସମସ୍ତେ କରାଚୀ ଜେଲରେ ବନ୍ଦୀ ଥିଲେ ଏବଂ ଗୁରୁବାର ବିଳମ୍ବିତ ରାତିରେ ସେମାନଙ୍କୁ ମୁକ୍ତ କରାଯାଇଛି।…

କାହିଁକି ମୃତ୍ୟୁ ମାଗୁଛନ୍ତି ୬୦୦ ମୁସଲମାନ ମତ୍ସ୍ୟଜୀବୀ? ଇଚ୍ଛାମୃତ୍ୟୁ ଦାବି ନେଇ ଏକାଠି ପହଞ୍ଚିଲେ କୋର୍ଟ…

ଇଚ୍ଛାମୃତ୍ୟୁ…ଏମିତି ଏକ ନିବେଦନ, ଯାହା ଦର୍ଶାଇଥାଏ ଯେ ମଣିଷ ନିଜ ଜୀବନରୁ ନିରାଶ ହୋଇ ସାରିଛି। ଜୀବନକୁ ନେଇ ଆଉ କୌଣସି ବି ଆଶା, ଭରସା ତା’ର ନାହିଁ। ଜୀବନ ପ୍ରତି ବିତୃଷ୍ଣା ଭାବ ଆସି ଯାଇଛି। ବଞ୍ଚିବାକୁ ତିଳେ ମାତ୍ର ଇଚ୍ଛା ନାହିଁ। କେବଳ ମୃତ୍ୟୁକୁ ହିଁ ଅପେକ୍ଷା। ହେଲେ ଟିକିଏ ଭାବନ୍ତୁ…

ବାପ୍‌ରେ କେତେ ବିଶାଳ…ମତ୍ସ୍ୟଜୀବୀଙ୍କୁ ନଦୀରୁ ମିଳିଲା ଜୀବିତ ଡାଏନାସୋର! ସୋସିଆଲ ମିଡିଆରେ ଭିଡିଓ ଦେଖି ଲୋକେ ହେଲେ…

କ’ଣ ଆପଣ ଜୀବିତ ଡାଏନାସୋର ଦେଖିଛନ୍ତି? ବୋଧହୁଏ ନୁହେଁ, ଆମ ଭିତରୁ କେହି ବି ଜୀବିତ ଡାଏନାସୋର ଦେଖି ନାହାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ‘ଜୀବିତ ଡାଏନାସୋର’ ମାଛ ବିଷୟରେ କହିବୁ। ମାଛ ଧରିଥିବା ଦୁଇ ଲୋକ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ ସେମାନଙ୍କ ହାତରେ ଜୀବିତ ଡାଏନାସୋର…

ଅସ୍ତରଙ୍ଗ ଦେବୀମୁହାଣ ନିଷିଦ୍ଧାଞ୍ଚଳରୁ ମାଛ ଧରିବା ପଡିଲା ମହଙ୍ଗା: ୪ ଟ୍ରଲରକୁ ଜବତ, ୩୨ ମତ୍ସ୍ୟଜୀବୀ ଅଟକ

ଅସ୍ତରଙ୍ଗ(କେନ୍ଯୁଜ୍): ଅସ୍ତରଙ୍ଗ ଦେବୀମୁହାଣ ନିଷିଦ୍ଧାଞ୍ଚଳରୁ ମାଛ ଧରିବା ପଡିଲା ମହଙ୍ଗା । ୪ ଟ୍ରଲରକୁ ଜବତ କଲା କୋଷ୍ଟଗାର୍ଡ ଓ ମତ୍ସ୍ୟବିଭାଗ । ଗୋଟିଏ ଟ୍ରଲର ବାଲେଶ୍ୱର ଆଉ ୩ଟି ଟ୍ରଲର ପାରାଦୀପ ଅଞ୍ଚଳର ବୋଲି ଜଣାପଡିଛି । ୩୨ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ରାଜ୍ୟର ସମସ୍ତ ମତ୍ସ୍ୟଜୀବୀଙ୍କୁ ଆପ୍‌ରେ ଯୋଡ଼ିବାକୁ ପ୍ରୟାସ ଆରମ୍ଭ, ଲୋକାର୍ପିତ ହେଲା ଫିସାରୀ ଫ୍ରେଣ୍ଡ ମୋବାଇଲ ଆପ୍‌

କାକଟପୁର(କେନ୍ଯୁଜ୍): ମତ୍ସ୍ୟଜୀବୀଙ୍କ ପାଇଁ ଲୋକାର୍ପିତ ହୋଇଛି ଫିସାରୀ ଫ୍ରେଣ୍ଡ ମୋବାଇଲ ଆପ୍‌ । ରାଜ୍ୟ ସରକାର ଓ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଚେନ୍ନାଇର ମିଳିତ ସହଯୋଗରେ ଏହି ଆପ ପ୍ରସ୍ତୁତ କରାଯାଇଛି । ରାଜ୍ୟର ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ଏହି ଆପରେ ଯୋଡ଼ିବା ପାଇଁ ଆରମ୍ଭ…

ଆନ୍ଧ୍ର ପ୍ରଦେଶରୁ ଡଙ୍ଗାରେ ପୁରୀ ପଳାଇ ଆସିଲେ ୨୫ ମତ୍ସ୍ୟଜୀବୀ

ପୁରୀ: ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ…

ଆଇସୋଲେସନରେ ରହିଲେ ଚେନ୍ନାଇ ଫେରନ୍ତା ୩୮ ଜଣ ମତ୍ସ୍ୟଜୀବୀ

ଆଇସୋଲେସନରେ ଚେନ୍ନାଇ ଫେରନ୍ତା ମତ୍ସ୍ୟଜୀବୀ । ଚେନ୍ନାଇରୁ ଡଙ୍ଗାରେ ଫେରିଥିବା ମତ୍ସ୍ୟଜୀବୀଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି । ଫେରିଥିବା ୩୮ ଜଣଙ୍କ ମଧ୍ୟରୁ ୩୬ ଜଣଙ୍କୁ ପାତିସୁନାପୁର ଗୋଷ୍ଠୀ କେନ୍ଦ୍ରରେ ରଖାଯାଇଥିବା ବେଳେ ଗୋପାଳପୁର ଅଞ୍ଚଳର ୨ ଜଣଙ୍କୁ ରଙ୍ଗାଇଲୁଣ୍ଡା ଅଞ୍ଚଳର ଏକ…

ୟେମେନରେ ବନ୍ଦୀ ଥିଲେ ବର୍ଷେ କଏଦ ଥିଲେ ୯ ଭାରତୀୟ ମତ୍ସ୍ୟଜୀବୀ, ମାଲିକଙ୍କ ଡଙ୍ଗା ଚୋରାଇ ୧୦ ଦିନରେ ପହଞ୍ଚିଲେ ଭାରତ

ନିଜ ଲୋକଙ୍କ ପାଖରେ ପହଞ୍ଚିବାର ଖୁସି କେତେ ଯେ ଥାଏ, ତାହା କୋଚ୍ଚି ତଟରେ ପହଞ୍ଚିଥିବା ୯ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଦେଖିଲା ପରେ ଜଣାପଡ଼ିଛି। କୋଚ୍ଚି ତଟରେ ବସିଥିବା ମତ୍ସ୍ୟଜୀବୀଙ୍କ ଆଖିରୁ ବୋହୁଥିବା ଲୁହ ତାଙ୍କ ଯନ୍ତ୍ରଣା ଏବଂ ଖୁସି, ଦୁଇଟିକୁ ପରିପ୍ରକାଶ କରୁଥିଲା। ଏହି…

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ଶିଙ୍ଘ ମାଛ, ସତ ଜାଣିବା ପରେ ଆଶ୍ଚର୍ଯ୍ୟର ସୀମା ରହିଲାନି

ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା କେତେଜଣ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ଏକ ଅଦ୍ଭୁତ ଜୀବ। କିନ୍ତୁ ଯେତେବେଳେ ସେମାନେ ସତ ଜାଣିବାକୁ ପାଇଲେ, ଆଶ୍ଚର୍ଯ୍ୟର ସୀମା ରହିଲାନି। କାରଣ, ମଝି ସମୁଦ୍ରରୁ ସେମାନେ ଉଦ୍ଧାର କରିଥିଲେ ଏକ ହରିଣ। ସବୁଠାରୁ ଚଳିତ କଲା ଭଳି କଥା ଥିଲା, ସମୁଦ୍ର ମଝିରେ…