କଟକ ଯୋବ୍ରା ବ୍ୟାରେଜରେ ଅଘଟଣ, ମାଛ ଧରୁ ଧରୁ ଖସି ପଡ଼ିଲେ ଯୁବକ
କଟକ : ମାଛ ଧରୁ ଧରୁ ଖସି ପଡ଼ିଲେ । କଟକ ଯୋବ୍ରା ବ୍ୟାରେଜରେ ଅଘଟଣ । ମହାନଦୀକୁ ଖସି ପଡ଼ିଲେ ଯୁବକ । ବ୍ୟାରେଜ ଉପରେ ଛିଡ଼ା ହୋଇ ନଦୀକୁ ଜାଲ ପକାଇ ମାଛ ଧରୁଥିବା ବେଳେ ଖସି ଗଲା ଗୋଡ଼ । ତୁରନ୍ତ ଖବର ପାଇ ପହଞ୍ଚିଲା ଅଗ୍ନିଶମ ବାହିନୀ । ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର କର୍ମଚାରୀ କଲେ ଉଦ୍ଧାର…