ଅନନ୍ୟା ପାଣ୍ଡେ ହେଲେ ଫିଟନେସ୍ ଫ୍ରିକ୍, ଜିମ୍ରେ ଉଠାଇଲେ ୧୨୦ କେଜି ଓଜନ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ନିଜ ପର୍ସନାଲ୍ ତଥା ପ୍ରଫେସନାଲ୍ ଲାଇଫ ପାଇଁ ଲାଇମ୍ ଲାଇଟ୍ରେ ଅଛନ୍ତି । ନିକଟରେ ଆଦିତ୍ୟ ରାୟ କପୁରଙ୍କ ସହ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ୍ ଖବର ବାହାରିଥିଲା, ଯାହା ପରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ତେବେ ବର୍ତ୍ତମାନ, ବଲିଉଡର…