Browsing Tag

five year old boy

ଭଦ୍ରକ ଧାମରାର ସାଇ ସ୍ପନ୍ଦନଙ୍କ ବଡ଼ କାମ, ବୟସ ୫ କିନ୍ତୁ ନିଜ କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ଚାନ୍ଦବାଲି : ବୟସ ସିନା ସାନ ହେଲେ କାମ ମହାନ । ନିଜ କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭ ହଜାର ଟଙ୍କା ପ୍ରଦାନ କରିଛନ୍ତି ଭଦ୍ରକ ଜିଲ୍ଲା ଧାମରା ଅଂଚଳର ୫ ବର୍ଷର ପିଲା ସାଇ ସ୍ପନ୍ଦନ । ଦେଶର ସେନା ବିଭାଗର କାର୍ଯ୍ୟରତ ଧାମରା ଜାଗୁଳା ଗ୍ରାମର ପ୍ରିୟରଂଜନ ପ୍ରଧାନଙ୍କ ପୁଅ…