FD କରିବା ପୂର୍ବରୁ ଜାଣି ନିଅନ୍ତୁ ଦେଶର ୧୦ ଗୋଟି ପ୍ରମୁଖ ବ୍ୟାଙ୍କ ବିଷୟରେ ଯେଉଁମାନେ ଦେଉଛନ୍ତି ଅଧିକ ସୁଧ
RBI ଦ୍ୱାରା ଲଗାତର ୬ ଥର ରେପୋ ରେଟ୍ ବଢିବା ପରେ ସମସ୍ତ ବ୍ୟାଙ୍କ ଏଫ୍ ଡି(ସ୍ଥାୟୀ ଜମା) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ତେବେ ଆରବିଆଇ ଗୁରୁବାର ମୁଦ୍ରା ନୀତି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ସୁଧ ହାର ସ୍ଥିର ରଖିଛନ୍ତି । ଏହି ସମୟରେ ଘରୋଇ ଠାରୁ ଆରମ୍ଭ କରି ସରକାରୀ…