ଆକ୍ସିସ୍ ବ୍ୟାଙ୍କର ବଡ଼ ଘୋଷଣା, ମ୍ୟାଚୁରିଟି ପୂର୍ବରୁ ଫିକ୍ସ ଡିପୋଜିଟ୍ ଭାଙ୍ଗିଲେ ବି ଆଉ ଲାଗିବନି ପେନାଲ୍ଟି
ଆକ୍ସିସ୍ ବ୍ୟାଙ୍କର ବଡ଼ ଘୋଷଣା। ଏବେ ଗ୍ରାହକ ମ୍ୟାଚୁରିଟି ପୂର୍ବରୁ ଫିକ୍ସ ଡିପୋଜିଟ୍ ଭାଙ୍ଗିଲେ ବି ଲାଗିବନି ପେନାଲ୍ଟି। ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏବେ ସେ ରିଟେଲ୍ ଟର୍ମ ଡିପୋଜିଟ୍ର ପ୍ରିମ୍ୟାଚୁଅର କ୍ଲୋଜର ଉପରେ ପେନାଲ୍ଟି ଲଗାଇବନାହିଁ। ୧୫ ଡିସେମ୍ବର ୨୦୨୦ ପରଠାରୁ…