ଗଣତନ୍ତ୍ର ଦିବସର ୪ ଦିନ ପରେ ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ
ଭୁବନେଶ୍ୱର(କେ ନ୍ୟୁଜ୍) : ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ । ଗଣତନ୍ତ୍ର ଦିବସର ୪ ଦିନ ପରେ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର ଓ ଏସଏପି ସେଭେନଥ୍ ବାଟାଲିୟନ୍ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ…