ଭୁବନେଶ୍ୱରରେ ପୋଲିସ୍ ଛାଉଣୀ, ସିଆରପିଏଫର ଫ୍ଲାଗମାର୍ଚ୍ଚରେ କମ୍ପିଲା ରାଜଧାନୀ
ପୋଲିସ୍ ମାର୍ଚ୍ଚିଂରେ ଥରି ଉଠିଲା ରାଜଧାନୀ ଭୁବନେଶ୍ୱରର ଛାତି । ଆଜି ଅପରାହ୍ନରେ ଦେଖିବାକୁ ମିଳିଲା ଭିନ୍ନ ଦୃଶ୍ୟ । ଶିଶୁଭବନ ଛକରୁ ଆରମ୍ଭ କରି ଝରଣା ବସ୍ତି ଦେଇ ବାପୁଜୀ ନଗରରେ ବୁଲିଲେ ପୋଲିସ୍ ଦଳ । ଯାହା ସଂକେତ ଦେଉଛି ସାଧାରଣ ନିର୍ବାଚନ ଆଉ ବେଶି ଦିନ ବାକି ନାହିଁ । ନିର୍ବାଚନ…