Browsing Tag

flash li-Ion

ମାତ୍ର ୨୯,୦୦୦ ଟଙ୍କାରେ ଘରକୁ ଆଣନ୍ତୁ Heroର ଏହି ଜବରଦସ୍ତ Electric ସ୍କୁଟର, ଲାଇସେନ୍ସର ନାହିଁ ଆବଶ୍ୟକତା

ଦେଶର ଲୋକପ୍ରିୟ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Hero Electric, ନିଜର ଖାସ୍‌ ଇଲେକଟ୍ରିକ୍‌ ସ୍କୁଟରରେ ଜବରଦସ୍ତ ଡିସକାଉଣ୍‌ ଦେଉଛି। ଯଦି ଆପଣ ହିରୋ ଇଲେକଟ୍ରିକର ଶସ୍ତା ଇଲେକଟ୍ରିକ୍‌ ସ୍କୁଟର FLASH Li-Ionକୁ କିଣିବାକୁ ଚାହୁଁଛନ୍ତି ତେବେ ଏହା ହେଉଛି ଆପଣଙ୍କ ପାଇଁ ସୁବର୍ଣ୍ଣ…