ଓଜନ କମ୍ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର
ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର ରହିଥାଏ । ତେବେ ଏହି ସିଡ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଳସୀ ମଞ୍ଜିରେ ଥିବା ଓମେଗା - ୩, ଫାଇବର, ପ୍ରୋଟିନ୍ ଏବଂ ହେଲଦି ଫ୍ୟାଟ୍ ଶରୀରକୁ ଅନେକ ସମସ୍ୟାରୁ…