Browsing Tag

flight

ଫ୍ଲାଇଟରେ ଚାଲିଲାନି ଏସି, ଗରମରେ ଘଣ୍ଟାଏରୁ ଅଧିକ ସମୟ ଛଟପଟ ହେଲେ ଯାତ୍ରୀ

ଫ୍ଲାଇଟରେ ଚାଲିଲାନି ଏସି । ମାଗାଜିନ ଏବଂ ପେପରରେ ବିଞ୍ଚି ହେଲେ ଯାତ୍ରୀ । ବିମାନରେ ଯାତ୍ରୀ ବସିବା ସମୟରେ ହଠାତ ଖରାପ ହେଇଗଲା ଏସି ଯାହା ଫଳରେ ଏକ ଘଣ୍ଟାରୁ ଅଧିକ ସମୟ ଅସହ୍ୟ ଗରମରେ ବସିଲେ ଯାତ୍ରୀ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସଜେଟ୍ ଫ୍ଲାଇଟରେ…

ମଝି ଆକାଶରେ Air Canada ବିମାନରେ ଲାଗିଲା ନିଆଁ, ଥିଲେ ୪୦୨ ଯାତ୍ରୀ

ଏୟାର କାନାଡା ବିମାନରେ ଲାଗିଲା ନିଆଁ । ଟରୋଣ୍ଟୋ ବିମାନବନ୍ଦରରୁ ପ୍ୟାରିସ୍‌ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ ଏୟାର କାନାଡାର ଏକ ବିମାନରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ବିମାନରେ ୩୮୯ ଯାତ୍ରୀଙ୍କ ବ୍ୟତୀତ ଚାଳକ ଦଳର ୧୩ ଜଣ ସଦସ୍ୟ ଥିଲେ । ବିମାନରେ ନିଆଁ ଲାଗିବାର ଏହି ଘଟଣା…

ସିଙ୍ଗାପୁର ଏୟାରଲାଇନ୍ସ ପରେ କତାର ଏୟାରୱେଜ ବିମାନରେ ଟର୍ବୁଲାନ୍ସ, ୧୨ ଯାତ୍ରୀ ଆହତ

ଦୋହାରୁ ଆୟରଲାଣ୍ଡ ଡବଲିନ ଯାଉଥିବା କତାର ଏୟାରୱେଜର ବିମାନ ଟର୍ବୁଲାନ୍ସର ଶିକାର ହୋଇଛି । ଫଳରେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଡବଲିନ ବିମାନବନ୍ଦର ପକ୍ଷରୁ ଏହି ସୂଚନା ମିଳିଛି । ତେବେ ବିମାନକୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସମୟରେ ଅବତରଣ କରିଛି । ସୂଚନା ମୁତାବକ, ଡବଲିନ…

ମଝି ଆକାଶରେ ଝଟ୍‌କା ଯୋଗୁ ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ବିମାନର ଜରୁରୀ ଅବତରଣ; ୧ ଯାତ୍ରୀ ମୃତ; ଅନେକ ଆହତ

ଲଣ୍ଡନ-ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ମଝି ଆକାଶରେ ଗମ୍ଭୀର ଟର୍ବୁଲାନ୍ସ (ଝଟ୍‌କା) ଯୋଗୁ ମଙ୍ଗଳବାର ବ୍ୟାଙ୍କକ୍‌ରେ ଜରୁରୀ ଅବତରଣ କରିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି । ବିମାନଟି ୨୧୧ ଯାତ୍ରୀ…

ବିମାନରୁ ଖସି ପଡ଼ିଲେ କର୍ମଚାରୀ, ଭାଇରାଲ ହେଉଛି ଭିଡିଓ

ଲୋକଙ୍କୁ ବିମାନରେ ଯାତ୍ରା କରିବା ଯେତିକି ସହଜ ଲାଗେ ବାସ୍ତବରେ ଏହା ସେତେ ସହଜ ହୋଇନଥାଏ । ବେଳେବେଳେ ଗୋଟିଏ ଛୋଟ ଭୁଲ ପାଇଁ ଶହ ଶହ ଯାତ୍ରୀଙ୍କ ଜୀବନ ଯାଏ । ଏହି କାରଣରୁ ଫ୍ଲାଇଟ୍‌ ଟେକ୍‌ ଅଫ୍‌ ପୂର୍ବରୁ ଭଲ ଭାବେ ଯାଞ୍ଚ କରାଯାଇଥାଏ । କେଉଁଠି କିଛି ଭୁଲ୍ ଥିଲେ ଏହାକୁ ଠିକ୍‌ କରିବା…

ବିମାନରେ କିପରି ଚାଲେ ଇଣ୍ଟରନେଟ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜିର ସମୟରେ ଇଣ୍ଟରନେଟ୍ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଇଣ୍ଟରନେଟ ବିନା ଆଜିକାଲି କିଛି ବି ସମ୍ଭବ ନୁହେଁ । ଅଫିସ କାମ ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢା ପର୍ଯ୍ୟନ୍ତ ସବୁକିଛି ଆଜିକାଲି ଇଣ୍ଟରନେଟରେ ଚାଲିଛି । ଏପରି ପରିସ୍ଥିତିରେ, ପ୍ରାୟତଃ ଯେତେବେଳେ ଆମେ…

କାହିଁକି ଯାତ୍ରୀବାହୀ ବିମାନ ଭୂମିରୁ ୧୨ କିଲୋମିଟର ଉଚ୍ଚରେ ହିଁ ଉଡ଼ିଥାଏ, ଏହା ପଛରେ ବିଜ୍ଞାନ କ’ଣ?

ଆଜିକାଲି, ସମୟ ବଞ୍ଚାଇବା ପାଇଁ ଅଧିକାଂଶ ଲୋକ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । କାରଣ ଏହା ସହିତ, ଦୂର ଦୂରାନ୍ତର ଯାତ୍ରା କମ୍ ସମୟ ମଧ୍ୟରେ ସମାପ୍ତ ହୋଇପାରିବ । କିନ୍ତୁ ଆପଣ ଜାଣନ୍ତି କି ପୃଥିବୀର କେଉଁ ଉଚ୍ଚତାରେ ପ୍ୟାସେଞ୍ଜର ବିମାନ ଯାତ୍ରା କରିଥାଏ? ତେବେ ବିମାନ କେବଳ ଏକ…

ଲଞ୍ଚ ହେଲା DigiYatra Appର ନୂଆ ଭର୍ସନ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । DigiYatra Appର ନୂଆ ଭର୍ସନ ଆସିଛି । ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଆପଣ ଏହି ନୂଆ ଭର୍ସନ ଡାଉନଲୋଡ୍ କରିପାରିବେ । ତେବେ DigiYatra ହେଉଛି ଏପରି ଏକ ଆପ୍‌ ଯାହା ଆପଣଙ୍କୁ ବିମାନ ଯାତ୍ରାରେ…

ଫ୍ଲାଇଟ୍‌ରେ ଯାତ୍ରୀଙ୍କୁ ମିଳେ ନାହିଁ ଇଣ୍ଟରନେଟ୍‌, କିନ୍ତୁ କେମିତି କରନ୍ତି କାର୍ଡ ପେମେଣ୍ଟ ?

ବିମାନରେ ଟେଲିଫୋନ, ସ୍ମାର୍ଟଫୋନ୍ କିମ୍ବା ଟ୍ୟାବଲେଟରେ ଇଣ୍ଟରନେଟ୍ ଅନ୍‌ କରିବା ପାଇଁ ଅନୁମତି ନଥାଏ । କିନ୍ତୁ ଆପଣ କ୍ୟାବିନ କ୍ରୁଙ୍କଠାରୁ ଖାଦ୍ୟ କିମ୍ବା ପାନୀୟ ଜିନିଷ କିଣିବା ସମୟରେ ଆଟେନଡାଣ୍ଟମାନେ ଆପଣଙ୍କର କାର୍ଡରୁ ପେମେଣ୍ଟ ଆକ୍ସେପ୍ଟ କରନ୍ତି । କିନ୍ତୁ ଏହା କିପରି ସମ୍ଭବ ଏଭଳି…

ବିମାନରେ ଯାତ୍ରୀଙ୍କ ମୃତ୍ୟୁ ହେଲେ କ୍ରୁ ମେମ୍ବର୍ସ କରନ୍ତି ଏହି କାମ, ଜାଣନ୍ତୁ ରୋଚକ ତଥ୍ୟ

ବିମାନରେ ବସିବାକୁ ସମସ୍ତେ ବହୁତ ପସନ୍ଦ କରନ୍ତି । କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ବିମାନରେ ଯାତ୍ରା କରିବାକୁ ଏତେ ଭୟ କରନ୍ତି ଯେ ଅନେକ ଥର ସେମାନେ ଯାତ୍ରା କରନ୍ତି ନାହିଁ । ପ୍ଲେନ୍‌ ଅନେକ ଥର ଦୁର୍ଘଟଣା ସମ୍ମୁଖୀନ ହେବା ଖବର ବି ଲୋକମାନେ ଶୁଣିବାକୁ ପାଆନ୍ତି । କିନ୍ତୁ ଆପଣ କେବେ…

ବିମାନରେ ନିଜ ପରିବାରକୁ ଏମିତି ସ୍ୱାଗତ କଲା ପାଇଲଟ୍‌ ପୁଅ, ମା’ବାପାଙ୍କ ଆଖିରୁ ଝରିଆସିଲା ଲୁହ

ଉଡ଼ାଣ ପୂର୍ବରୁ ବିମାନ ଆଟେଣ୍ଡାଣ୍ଟ କିମ୍ବା ପାଇଲଟ୍‌ଙ୍କ ତରଫରୁ ଏକ ଘୋଷଣା କରାଯାଇଥାଏ । ଅନେକ ଥର ଏହି ଘୋଷଣା ଅତ୍ୟନ୍ତ ଖାସ୍‌ ହୋଇଥାଏ, ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୁଏ । ଏବେ ଏହିପରି ଜଣେ ପାଇଲଟଙ୍କ ଘୋଷଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ…

ବିମାନର ଇନ୍ଧନ ଏହାର ଡେଣାରେ ରଖାଯାଏ କାହିଁକି? ଜାଣନ୍ତୁ ଏହାର ଉତ୍ତର

ଆପଣ ନିଶ୍ଚିତ ଭାବରେ ବିମାନ ଦେଖିଥିବେ । ତେବେ କ'ଣ ଆପଣ ଜାଣିଛନ୍ତି ବିମାନରେ ଇନ୍ଧନ କେଉଁଠାରେ ଥାଏ? ତେବେ ଆସନ୍ତୁ ଆଜି ଏହା ବିଷୟରେ ଜାଣିବା । ତେବେ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ ଯେ ଅନ୍ୟ ଯାନବାହାନରେ, ଇନ୍ଧନ ଟାଙ୍କି ସାଧାରଣତଃ ମେନ୍ ବଡିରେ ଥାଏ, କିନ୍ତୁ ଆପଣ ଜାଣନ୍ତି କି…