ଏବେ WhatsAppରେ ବୁକ୍ କରିପାରିବେ ଫ୍ଲାଇଟ୍ ଟିକେଟ୍, କମ୍ପାନୀ ଲଞ୍ଚ କଲା ନୂଆ ଫିଚର୍
ଯଦି ଆପଣ କୌଣସି ଏଭଳି କାମ କରୁଛନ୍ତି, ଯେଉଁଥିପାଇଁ ଆପଣଙ୍କୁ ବାରମ୍ବାର ଫ୍ଲାଇଟ୍ ଯୋଗେ ଯାତ୍ରା କରିବାକୁ ପଡୁଛି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଆପଣ ସହଜରେ ଫ୍ଲାଇଟ୍ ଟିକେଟ ବୁକ୍ କରିପାରିବେ । ଫ୍ଲାଇଟ୍ ଟିକେଟ୍ ବୁକିଂକୁ ସହଜ କରିବାକୁ ଭାରତର ଲୋକପ୍ରିୟ ବିମାନ…