କାନାଡାରେ ବିମାନ ଦୁର୍ଘଟଣା, ୬ ମୃତ
କାନାଡାରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଉତ୍ତର କାନାଡାରେ ଥିବା ଖଣିକୁ ନେଇ ଯାଉଥିବା ଏକ ଛୋଟ ଯାତ୍ରୀ ବିମାନ…